୨୬/୧୧ ଆକ୍ରମଣ ପଛରେ ପାକିସ୍ତାନର ହାତ: ତାରିକ୍ ଖୋସା

ନୂଆଦିଲ୍ଲୀ/ଇସଲାମାବାଦ: ପାକିସ୍ତାନ ମାଟିରୁ ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ୨୬/୧୧କୁ ନେଇ ପାକିସ୍ତାନ ଓ ମୁମ୍ବାଇ ମହେମ୍ ମଧ୍ୟରେ ଏକ ଡିଲ ହୋଇଥିଲା। ପ୍ରଥମେ ଏ ନେଇ ପାକିସ୍ତାନରେ ରିହଲସିଲ ମଧ୍ୟ କରାଯାଇଥିଲା । ମଙ୍ଗଳବାର ଏହିପରି ବିସ୍ଫୋରକ ବୟାନ ଦେଇଛନ୍ତି ପାକିସ୍ତାନର ଫେଡରାଲ ତଦନ୍ତକାରୀ ସଂସ୍ଥାର ପୂର୍ବତନ ଡିଜି ତାରି‍କ୍ ଖୋସା। ଏ ନେଇ ପାକିସ୍ତାନୀ ନ୍ୟୁଜ ପେପର ’ଡାଉନ’ରେ ଏକ ସନ୍ଧର୍ଭ ପ୍ରକାଶିତ ହେବା ପରେ ଏହି […]

pak 2

pak 2

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 01:25 PM IST

Sports

Latest News

ନୂଆଦିଲ୍ଲୀ/ଇସଲାମାବାଦ: ପାକିସ୍ତାନ ମାଟିରୁ ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ୨୬/୧୧କୁ ନେଇ ପାକିସ୍ତାନ ଓ ମୁମ୍ବାଇ ମହେମ୍ ମଧ୍ୟରେ ଏକ ଡିଲ ହୋଇଥିଲା। ପ୍ରଥମେ ଏ ନେଇ ପାକିସ୍ତାନରେ ରିହଲସିଲ ମଧ୍ୟ କରାଯାଇଥିଲା । ମଙ୍ଗଳବାର ଏହିପରି ବିସ୍ଫୋରକ ବୟାନ ଦେଇଛନ୍ତି ପାକିସ୍ତାନର ଫେଡରାଲ ତଦନ୍ତକାରୀ ସଂସ୍ଥାର ପୂର୍ବତନ ଡିଜି ତାରି‍କ୍ ଖୋସା। ଏ ନେଇ ପାକିସ୍ତାନୀ ନ୍ୟୁଜ ପେପର ’ଡାଉନ’ରେ ଏକ ସନ୍ଧର୍ଭ ପ୍ରକାଶିତ ହେବା ପରେ ଏହି ତଥ୍ୟ ପଦାକୁ ଆସିଛି।pak୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଭାରତରେ ସୁରକ୍ଷାକୁ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଥିବାବେଳେ ସୀମାରେ ମଧ୍ୟ ଏହା ପ୍ରତିଫଳିତ ହୋଇଥିଲା। ଉଭୟ ଦେଶ ମଧ୍ୟରେ ସବୁବେଳେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜୁଛି ବୋଲି ଉକ୍ତ ସନ୍ଧର୍ଭରେ ପ୍ରକାଶ କରିଛନ୍ତି ତାରିକ୍ ଖୋସା।

ସୂଚନାଯୋଗ୍ୟ, ୧୦ଜଣ ପାକିସ୍ଥାନୀ ଆତଙ୍କବାଦୀ ସମୁଦ୍ର ତଟ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ। ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ, ଦ ଓବରୟ ଟ୍ରାଇଡେଣ୍ଟ, ହୋଟେଲ ତାଜ, ଲିଓପାଡ କେଫେ, କାମା ହସ୍ପିଟାଲ, ନିର୍ମାଣ ହାଉସ ଓ ମେଟ୍ରୋ ସିନେମା ଉପରେ ଏହି ଆତଙ୍କବଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୧୬୬ ଭାରତୀୟ ଓ ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଥିଲା । ଆକ୍ରମଣରେ ପୋଲିସ ହାତରେ ଧରାପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କଶବ ଧରାପଡିବା ପରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଏହାକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ କଥା କଟା କଟି ଲାଗି ରହିଛି । ମୃତ ଆତଙ୍କବାଦୀମାନେ ନିଜ ଦେଶର ବୋଲି ପାକିସ୍ତାନ ସରକାର ସ୍ୱୀକାର କରୁ ନ ଥିବା ସେ ତାଙ୍କ ସନ୍ଧର୍ଭରେ ପ୍ରକାଶ କରିଛନ୍ତି। ସେ ଏହା କହିଛନ୍ତି, କଶବ ଜଣେ ପାକିସ୍ଥାନୀ ନାଗରିକ ଓ ଲକ୍ସର-ଇ-ତୋଇବା (ଏଲଇଟି) ଆତଙ୍କବାଦୀ ସଂଗଠନ ପକ୍ଷରୁ ସିନ୍ଧରେ ପ୍ରଶିକ୍ଷଣ ନେଉଥିଲା। ଭାରତୀୟ ଗୁଇନ୍ଦା ବିଭାଗ କଶବ ନିକଟରୁ ଜବତ କରିଥିବା ବିସ୍ଫୋରକ ଏଲଇଟି କ୍ୟାମ୍ପର ବୋଲି ପ୍ରମାଣିତ ହୋଇଛି। ଏହାକୁ ପାକିସ୍ତାନ ତଦନ୍ତକାରୀ ସଂସ୍ଥା ନିକଟରେ ସଂରକ୍ଷିତ କରାଯାଇ ରଖାଯାଇଛି ବୋଲି ସେ ବସ୍ତୃତ ଭାବେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଆତଙ୍କବାଦୀମାନେ ନୌକାକୁ ଅପହରଣ କରି ଏହାକୁ ରଙ୍ଗ କରି ସମୁଦ୍ର ତଟ ଦେଇ ମୁମ୍ବାଇରେ ପଶିଥିଲେ ୧୦ ଘଣ୍ଟା କାଳ ତଣ୍ଡବ ରଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story