୨୬/୧୧ ଘଟଣା ପୂର୍ବରୁ ତହବୁର ରାଣା ମୁମ୍ୱାଇ ଆସିଥିଲା: ହେଡଲି

ନୂଆଦିଲ୍ଲୀ:  ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ବିସ୍ଫୋରଣ ମାମଲାରେ ଡାଭିଡ୍ ହେଡଲିର ସାକ୍ଷ୍ୟଗ୍ରହଣ ଚାଲିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆମେରିକାରୁ ସାକ୍ଷ୍ୟ ଗ୍ରହଣ କରୁଛି ମୁମ୍ୱାଇ କୋର୍ଟ। ଏହି ସମୟରେ ଡାଭିଡଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତକୁ ମିଳିଛି। ବିସ୍ଫୋରଣ ପୂର୍ବରୁ ତହବୁର ରାଣା ମୁମ୍ୱାଇ ଆସିଥିବା ହେଡଲି କହିଛି। ୨୦୦୬ ସେପ୍ଟେମ୍ୱର ୧୪ ତାରିଖରେ ମୁମ୍ୱାଇରେ ଏକ କାର୍ଯ୍ୟାଳୟ ଖୋଲିଥିଲା ହେଡଲି। ତା’ପର ମାସ ଅକ୍ଟୋବର ୧୧ରେ ତହବୁରଠାରୁ ୬୬ ହଜାର ଟଙ୍କା ଏବଂ ନଭେମ୍ୱର ୭ରେ […]

headley-story_

headley-story_

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 06:45 AM IST

Sports

Latest News

ନୂଆଦିଲ୍ଲୀ:  ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ବିସ୍ଫୋରଣ ମାମଲାରେ ଡାଭିଡ୍ ହେଡଲିର ସାକ୍ଷ୍ୟଗ୍ରହଣ ଚାଲିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆମେରିକାରୁ ସାକ୍ଷ୍ୟ ଗ୍ରହଣ କରୁଛି ମୁମ୍ୱାଇ କୋର୍ଟ। ଏହି ସମୟରେ ଡାଭିଡଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତକୁ ମିଳିଛି। ବିସ୍ଫୋରଣ ପୂର୍ବରୁ ତହବୁର ରାଣା ମୁମ୍ୱାଇ ଆସିଥିବା ହେଡଲି କହିଛି। ୨୦୦୬ ସେପ୍ଟେମ୍ୱର ୧୪ ତାରିଖରେ ମୁମ୍ୱାଇରେ ଏକ କାର୍ଯ୍ୟାଳୟ ଖୋଲିଥିଲା ହେଡଲି। ତା’ପର ମାସ ଅକ୍ଟୋବର ୧୧ରେ ତହବୁରଠାରୁ ୬୬ ହଜାର ଟଙ୍କା ଏବଂ ନଭେମ୍ୱର ୭ରେ ୫ଶହ ଆମେରିକାନ୍ ଡଲାର ପାଇଥିବା ହେଡଲି କହିଛି। ଏଭଳି ପର୍ଯ୍ୟାୟ କ୍ରମେ ହେଡଲିର ଆକାଉଣ୍ଟକୁ ଆହୁରି ଅଧିକ ଟଙ୍କା ଆସିଥିଲା।

ସେହିପରି ମେଜର ଇକବଲ୍ ଓ ସାଜିବ ମିରଠାରୁ ପାକିସ୍ତାନୀ ଟଙ୍କା ହାତେଇଥିବା ହେଡଲି ତା’ର ବୟାନରେ କହିଛି। ଶେଷରେ ହେଡଲି ବିସ୍ଫୋରଣ ପରେ ଅର୍ଥାତ୍ ୨୦୦୯ ଜାନୁୟାରୀରେ ମୁମ୍ୱାଇରେ ଖୋଲିଥିବା ଅଫିସ ବନ୍ଦ କରିଥିବା କହିଛି। ମେଜର ଇକବଲ ଅଫିସ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଥିଲା ବେଳେ ରାନା ଅଫିସ୍ ଚଳାଇବା ପାଇଁ ଆଗ୍ରହୀ ଥିବା ହେଡଲି କହିଛି।

ବୁଧବାର ବୈଷୟିକ ତ୍ରୁଟି ଯୋଗୁଁ ହେଡଲିର ସାକ୍ଷ୍ୟ ଗ୍ରହଣ ହୋଇପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story