୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୭ ବର୍ଷ

ମୁମ୍ବାଇ: ୨୦୦୮ ନଭେମ୍ୱର ୨୬ ତାରିଖ। ୭ ବର୍ଷ ତଳେ ଠିକ୍ ଆଜିର ଦିନରେ ମୁମ୍ୱାଇରେ ଆତଙ୍କବାଦୀ ଘଟାଇଥିଲେ ନରସଂହାର। ପୋଲିସର ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ। ପରେ ବଞ୍ଚି ଯାଇଥିବା ଆତଙ୍କବାଦୀ କସାବକୁ ଫ।ଶୀ ଦିଆଯାଇଥିଲା। ହେଲେ ଆଜି ବି ମନରୁ ଲିଭିନି ଦେଶ ସାମ୍ନା କରିଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ। ଆକ୍ରମଣରେ ମୃତାହତ ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

mumbaiattack

mumbaiattack

Rakesh Mallick
  • Published: Thursday, 26 November 2015
  • Updated: 26 November 2015, 03:45 AM IST

Sports

Latest News

ମୁମ୍ବାଇ: ୨୦୦୮ ନଭେମ୍ୱର ୨୬ ତାରିଖ। ୭ ବର୍ଷ ତଳେ ଠିକ୍ ଆଜିର ଦିନରେ ମୁମ୍ୱାଇରେ ଆତଙ୍କବାଦୀ ଘଟାଇଥିଲେ ନରସଂହାର। ପୋଲିସର ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ। ପରେ ବଞ୍ଚି ଯାଇଥିବା ଆତଙ୍କବାଦୀ କସାବକୁ ଫ।ଶୀ ଦିଆଯାଇଥିଲା। ହେଲେ ଆଜି ବି ମନରୁ ଲିଭିନି ଦେଶ ସାମ୍ନା କରିଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ। ଆକ୍ରମଣରେ ମୃତାହତ ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos