BSNLର ନୂଆ ଅଫର୍‌: ୨୭ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ ସହ ଡାଟା ଏବଂ SMS ଅଫର୍‌

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (BSNL)ଏକ ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ୍ କରିଛି। ଏହି ପ୍ଲାନ୍‌ ୨୭ଟଙ୍କାର ରହିଛି। ଏହି ପ୍ଲାନ୍‌ ୬ଅଗଷ୍ଟରୁ ଉପଲବ୍ଧ ହେବ। ଏହି ନୂଆ ପ୍ଳାନ୍‌ରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ। ଦୈନିକ ୩୦୦ SMS ଏବଂ 1GBର ଡାଟା ରହିଛି। ଏହି ପ୍ଲାନ୍‌ର ବୈଧତା ୭ଦିନ ପର୍ଯ୍ୟନ୍ତ ରହିବ। ଏହି ପ୍ଲାନ୍‌ ମୁମ୍ବାଇ ଏବଂ ଦିଲ୍ଲୀ ଅଞ୍ଚଳର BSNL ବ୍ୟବହାରକାରୀମାନଙ୍କ ପାଇଁନୁହେଁ। ଏହି ପ୍ଲାନ୍‌ରେ ଭଏସ୍‌ କଲିଂ ବ୍ୟତୀତ ଗ୍ରାହକଙ୍କୁ 1GBର 2GB/3GB […]

bsnl-7593

bsnl-7593

Ordigital Desk
  • Published: Sunday, 05 August 2018
  • Updated: 05 August 2018, 05:41 PM IST

Sports

Latest News

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (BSNL)ଏକ ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ୍ କରିଛି। ଏହି ପ୍ଲାନ୍‌ ୨୭ଟଙ୍କାର ରହିଛି। ଏହି ପ୍ଲାନ୍‌ ୬ଅଗଷ୍ଟରୁ ଉପଲବ୍ଧ ହେବ। ଏହି ନୂଆ ପ୍ଳାନ୍‌ରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ। ଦୈନିକ ୩୦୦ SMS ଏବଂ 1GBର ଡାଟା ରହିଛି। ଏହି ପ୍ଲାନ୍‌ର ବୈଧତା ୭ଦିନ ପର୍ଯ୍ୟନ୍ତ ରହିବ।

ଏହି ପ୍ଲାନ୍‌ ମୁମ୍ବାଇ ଏବଂ ଦିଲ୍ଲୀ ଅଞ୍ଚଳର BSNL ବ୍ୟବହାରକାରୀମାନଙ୍କ ପାଇଁନୁହେଁ।

ଏହି ପ୍ଲାନ୍‌ରେ ଭଏସ୍‌ କଲିଂ ବ୍ୟତୀତ ଗ୍ରାହକଙ୍କୁ 1GBର 2GB/3GB ଡାଟା ଦିଆଯାଇଛି। ଯେହେତୁ BSNLର 4G ସେବା ନାହିଁ ତେଣୁ 3GB ଡାଟା ହିଁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story