୨୯ ତାରିଖ ଆସିଲେ ଆତଙ୍କୀତ ମୁମ୍ବାଇବାସୀ

ମୁମ୍ବାଇ: ୨୯ ତାରିଖ ଆସିଲେ ମୁମ୍ବାଇବାସୀଙ୍କ ମନରେ ଛନକା ପସିଯାଉଛି। କ’ଣ ଘଟିବ, କି ପ୍ରକାର କ୍ଷତି ହେବ, ସେହି ଚିନ୍ତାରେ ଘାରି ହେଉଛି ସାରା ମୁମ୍ବାଇ। ସତେ ଯେମିତି ମାସର ୨୯ ତାରିଖ ସଇତାନର ରୂପ ନେଇ ଗୋଟିଏ ପରେ ଗୋଟେ ଅଘଟଣ ଘଟାଇ ଚାଲିଛି ମୁମ୍ବାଇବାସୀଙ୍କ ଉପରେ। ଦେଶର ବ୍ୟବସାୟୀକ ରାଜଧାନୀ ମୁମ୍ବାଇ ଚଳିତ ବର୍ଷ ୨୯ ତାରିଖରେ ତିନି ତିନିଟି ଅଘଟଣର ସମ୍ମାନ କରିସାରିଲାଣି। କେବେ ଦଳାଚକଡ଼ା ତ, କେବେ ନିଆଁର ତାଣ୍ଡବ। […]

mumbai

mumbai

Rakesh Mallick
  • Published: Friday, 29 December 2017
  • Updated: 29 December 2017, 10:45 PM IST

Sports

Latest News

ମୁମ୍ବାଇ: ୨୯ ତାରିଖ ଆସିଲେ ମୁମ୍ବାଇବାସୀଙ୍କ ମନରେ ଛନକା ପସିଯାଉଛି। କ’ଣ ଘଟିବ, କି ପ୍ରକାର କ୍ଷତି ହେବ, ସେହି ଚିନ୍ତାରେ ଘାରି ହେଉଛି ସାରା ମୁମ୍ବାଇ। ସତେ ଯେମିତି ମାସର ୨୯ ତାରିଖ ସଇତାନର ରୂପ ନେଇ ଗୋଟିଏ ପରେ ଗୋଟେ ଅଘଟଣ ଘଟାଇ ଚାଲିଛି ମୁମ୍ବାଇବାସୀଙ୍କ ଉପରେ।

ଦେଶର ବ୍ୟବସାୟୀକ ରାଜଧାନୀ ମୁମ୍ବାଇ ଚଳିତ ବର୍ଷ ୨୯ ତାରିଖରେ ତିନି ତିନିଟି ଅଘଟଣର ସମ୍ମାନ କରିସାରିଲାଣି। କେବେ ଦଳାଚକଡ଼ା ତ, କେବେ ନିଆଁର ତାଣ୍ଡବ। ସବୁ ଅଘଟଣ ଘଟିଛି ଅଶୁଭ ୨୯ରେ।

222222222222ବର୍ଷାର ତାଣ୍ଡବ: ଚଳିତବର୍ଷ ଅଗଷ୍ଟ ୨୯ ତାରିଖରେ ଆରମ୍ଭ ହୋଇଥିଲା ଏହି ଧ୍ୱଂସର ତାଣ୍ଡବ। ଅଗଷ୍ଟ ୨୯ ତାରିଖରେ ବର୍ଷା ରଚିଥିଲା ତାଣ୍ଡବ। ପ୍ରବଳ ବର୍ଷାରେ ସହରର ବହୁ ଅଞ୍ଚଳ ବୁଡ଼ି ଯାଇଥିଲା। ରାସ୍ତାରେ ଚାଲିଥିଲା ପାଣି, ପୁଡି ଯାଇଥିଲା ଟ୍ରେନ୍‌ ଲାଇନ୍‌। ଏପରିକି ରଦ୍ଦ କରିବାକୁ ପଡ଼ିଥିଲା ମୁମ୍ବାଇ ଏୟାରପୋର୍ଟର ବିମାନ ଉଡାଣ। ଏହି ବର୍ଷାର ତାଣ୍ଡବ ନେଇଥିଲା ୧୦ ଜଣଙ୍କ ଜୀବନ।

1111111111111ଦଳି ହୋଇ ମରିଗଲେ ୨୩: ସେପ୍ଟେମ୍ବର ୨୯ରେ ଜମଦୂର ସାଜିଥିଲା ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ର ଓଭର ବ୍ରିଜ୍‌। ଏହିଦିନ ଓଭର ବ୍ରିଜ୍‌ ପରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିଲା। ଏହି ଧାଁଦୌଡ଼ ଭିତରେ ଦଳାଚକଟାରେ ଚାଲି ଯାଇଥିଲା ୨୩ ଜଣଙ୍କ ଜୀବନ।

33333333333ନିଆଁ ନେଲା ଗଲା ୧୪ ଜୀବନ: ଏଲଫିନଷ୍ଟୋନ୍‌ ରେଳ ଷ୍ଟେସନ୍‌ ଓଭରବ୍ରିଜ୍‌ ଦଳାଚକଟା ଘଟଣାର ୩ ମାସ ପରେ ଡିସେମ୍ବର ୨୯ ତାରିଖରେ ଆଉ ଏକ ତାଣ୍ଡବର ସମ୍ମା କରିଛନ୍ତି ମୁମ୍ବାଇବାସୀ। ଲୋୟର ପରେଲ ଅଞ୍ଚଳରେ ଥିବା କମଲା ମିଲ୍ସ ପରିସରରେ ନିଆଁ ଲାଗି ଚାଲି ଯାଇଛି ୧୪ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୧୧ ଜଣ ମହିଳା। ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story