ପୁଲୱାମାରେ ୪ ଆତଙ୍କବାଦୀ ନିପାତ, ୩ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଜମ୍ମୁ କଶ୍ନୀରର ପୁଲୱାମା ଜିଲ୍ଲାରେ ସୋମବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଲଶ୍କର-ଏ-ତୈଇବାର ବୋଲି ଜଣାପଡ଼ିଛି।ସୂଚନାଯୋଗ୍ଯ ପୁଲୱାମାର ଲସ୍ସିପୋରରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ ଏହାପରେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସୁରକ୍ଷାକର୍ମୀ ଏନକାଉଣ୍ଟର ଆରମ୍ଭ କରିଥିଲେ। ଏନକାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପାଖରୁ ସୁରକ୍ଷାକର୍ମୀ ଦୁଇଟି ରାଇଫଲ, ଗୋଟିଏ ଏସଏଲଆର ଏବଂ ଗୋଟିଏ ପିସ୍ତଲ ଜବତ କରିଛି। ସୁରକ୍ଷାକର୍ମୀ ଲସ୍ସିପୋରାରର […]

TERRORIST DEATH

TERRORIST DEATH

Subhransu Sekhar
  • Published: Monday, 01 April 2019
  • Updated: 01 April 2019, 08:56 AM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ନୀରର ପୁଲୱାମା ଜିଲ୍ଲାରେ ସୋମବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଲଶ୍କର-ଏ-ତୈଇବାର ବୋଲି ଜଣାପଡ଼ିଛି।ସୂଚନାଯୋଗ୍ଯ ପୁଲୱାମାର ଲସ୍ସିପୋରରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ ଏହାପରେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସୁରକ୍ଷାକର୍ମୀ ଏନକାଉଣ୍ଟର ଆରମ୍ଭ କରିଥିଲେ।

ଏନକାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପାଖରୁ ସୁରକ୍ଷାକର୍ମୀ ଦୁଇଟି ରାଇଫଲ, ଗୋଟିଏ ଏସଏଲଆର ଏବଂ ଗୋଟିଏ ପିସ୍ତଲ ଜବତ କରିଛି। ସୁରକ୍ଷାକର୍ମୀ ଲସ୍ସିପୋରାରର ସମସ୍ତ ଅଞଳକୁ ଘେରିଯାଇ ସର୍ଚ୍ଚ ଅପରେସନ କରୁଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିନଥିବାବେଳେ ତାଙ୍କର ଉଦ୍ଦେଶ୍ଯ କଣ ଥିଲା ଇତ୍ଯାଦି ଜାଣିବାକୁ ସୁରକ୍ଷାକର୍ମୀ ତଦନ୍ତ ଚଳାଇଥବା ସୂଚନା ରହିଛି।

ସେପଟେ ଲଗାତର ଚାରି ଦିନ ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆଜି ସକାଳେ ପୁଞ୍ଚ ଜିଲ୍ଲାର ଶାହପୁର ଏବଂ କେରନିରେ ସକାଳ ୭ଟା ୪୫ ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା। ଛୋଟ ଛୋଟ ମୋଟର ମାଡ଼ କରିବା ସହିତ ଗୁଳି ମାଡ଼ କରୁଥିବା ଜଣାପଡ଼ିଛି।

ଗତକାଲି ମଧ୍ଯ ରାଜୌରୀ ଜିଲ୍ଲାର ନୌଶେରା ସେକ୍ଟର ଓ ନିକଟବର୍ତ୍ତୀ ଗାଁକୁ ପାକିସ୍ତାନ ସେନା ମୋଟର ମାଡ଼ କରିଥିଲେ। ଲଗାତର ୩ ଦିନ ହେବ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ତେବେ ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନରେ କୌଣସି କ୍ଷତି ହୋଇନଥିବା ଭାରତୀୟ ସେନା ସୂଚନା ଦେଇଛି। ତେବେ ଶନିବାର ଦିନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଦ୍ବାରା ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story