ବୀଭତ୍ସ: ୩ ଭଉଣୀଙ୍କୁ ଦୁଷ୍କର୍ମ କରି ତଣ୍ଟିକାଟି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ନାବାଳିକଳା ବଳାତ୍କାର ଘଟଣା ଦେଶରେ ଥମିବାର ନାଁ ଧରୁନି। ଏହି ଖବରରେ ଯୋଡି ହୋଇଛି ଆଉ ଗୋଟିଏ ଘଟଣା। ବିହାରର କଟୋରିଆ ଗ୍ରାମରେ ଗୋଟିଏ ପରିବାରର ୩ ନାବାଳିକା ଭଉଣୀଙ୍କୁ ବଳାତ୍କାର କରାଯାଇଛି। ପାଶବିକ ଅତ୍ୟାଚାର ପରେ ସେମାନଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ବିହାରର ବାଙ୍କା ଜିଲ୍ଲା କାଟୋରିଆ ଗ୍ରାମର ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ୍‌ ତିନି ଭଉଣୀ ପବି କୁମାରୀ(୧୪), ଅନିତା(୯) ଓ ପ୍ରିୟଙ୍କା(୮)ଙ୍କ ମୃତଦେହ ଜବତ […]

k-222

k-222

Rakesh Mallick
  • Published: Wednesday, 06 June 2018
  • Updated: 06 June 2018, 11:27 AM IST

Sports

Latest News

ପାଟନା: ନାବାଳିକଳା ବଳାତ୍କାର ଘଟଣା ଦେଶରେ ଥମିବାର ନାଁ ଧରୁନି। ଏହି ଖବରରେ ଯୋଡି ହୋଇଛି ଆଉ ଗୋଟିଏ ଘଟଣା। ବିହାରର କଟୋରିଆ ଗ୍ରାମରେ ଗୋଟିଏ ପରିବାରର ୩ ନାବାଳିକା ଭଉଣୀଙ୍କୁ ବଳାତ୍କାର କରାଯାଇଛି। ପାଶବିକ ଅତ୍ୟାଚାର ପରେ ସେମାନଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ।

ବିହାରର ବାଙ୍କା ଜିଲ୍ଲା କାଟୋରିଆ ଗ୍ରାମର ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ୍‌ ତିନି ଭଉଣୀ ପବି କୁମାରୀ(୧୪), ଅନିତା(୯) ଓ ପ୍ରିୟଙ୍କା(୮)ଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହାର କରାଯାଇଥିବା କୋଦାଳ, କଟୁରି ଓ ଛୁରି ଜବତ ହୋଇଛି।

ବର୍ତ୍ତମାନ ଯାଏଁ ହତ୍ୟାର କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରି ନ ଥିବା ବେଳେ ପୋଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ନାବାଳିକାଙ୍କ ବାପା ପରମେଶ୍ୱର ଯାଦବ ପଶ୍ଚିମବଙ୍ଗରେ ଦିନ ମଜୁରିଆ ଭାବେ କାମ କରୁଥଇବା ବେଳେ ମା’ ମଧ୍ୟ ଝାଡ଼ଖଣ୍ଡରେ କାମ କରନ୍ତି। ଘରେ ତିନି ଝିଅ ଏକୁଟିଆ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ କରିଥିବା ପୋଲିସ୍‌ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story