୩୦ ଦିନ ପାରୋଲରେ ଆସିଲେ ସଞ୍ଜୟ ଦତ୍ତ

ମୁମ୍ୱାଇ: ୩୦ ଦିନ ପାଇଁ ପାରୋଲ ମିଳିବା ପରେ ସଞ୍ଜୟ ଦତ୍ତ ଆଜି ଘରେ ପହଞ୍ଚିଛନ୍ତି। ଘରେ ପହଞ୍ଚିବା ପରେ ସେ ପ୍ରଥମେ ପତ୍ନୀ ମାନ୍ୟତା ଏବଂ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କୁ ସାକ୍ଷାତ କରିଥିଲେ। ସଞ୍ଜୟଙ୍କ ଝିଅ ଇସିକାର ସ୍ୱାସ୍ଥ୍ୟ ଖରାପ ଥିବାରୁ ୨୦୧୫ ଜୁନରେ ପାରୋଲରେ ଯିବାକୁ ଆବେଦନ କରିଥିଲେ। ଝିଅର ନାକ ସର୍ଜରୀ ହେଉଥିବାରୁ ସଞ୍ଜୟଙ୍କୁ ଏହି ପାରୋଲ ମିଳିଛି । ୩୦ ଦିନ ପାଇଁ ମିଳିଥିବା ପାରୋଲରେ ସେ ଚାହିଁଲେ ଆଉ […]

sanjay-dutt

sanjay-dutt

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 09:08 AM IST

Sports

Latest News

ମୁମ୍ୱାଇ: ୩୦ ଦିନ ପାଇଁ ପାରୋଲ ମିଳିବା ପରେ ସଞ୍ଜୟ ଦତ୍ତ ଆଜି ଘରେ ପହଞ୍ଚିଛନ୍ତି। ଘରେ ପହଞ୍ଚିବା ପରେ ସେ ପ୍ରଥମେ ପତ୍ନୀ ମାନ୍ୟତା ଏବଂ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କୁ ସାକ୍ଷାତ କରିଥିଲେ। ସଞ୍ଜୟଙ୍କ ଝିଅ ଇସିକାର ସ୍ୱାସ୍ଥ୍ୟ ଖରାପ ଥିବାରୁ ୨୦୧୫ ଜୁନରେ ପାରୋଲରେ ଯିବାକୁ ଆବେଦନ କରିଥିଲେ। ଝିଅର ନାକ ସର୍ଜରୀ ହେଉଥିବାରୁ ସଞ୍ଜୟଙ୍କୁ ଏହି ପାରୋଲ ମିଳିଛି । ୩୦ ଦିନ ପାଇଁ ମିଳିଥିବା ପାରୋଲରେ ସେ ଚାହିଁଲେ ଆଉ ୬୦ ଦିନ ପାଇଁ ବଢାଇ ପାରିବେ। ଏପରି କଲେ ସଞ୍ଜୟ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଜେଲ ବାହାରେ ରହିବେ।

ସୂଚନାଯୋଗ୍ୟ, ୧୯୯୩ ବୋମା ବସ୍ଫୋରଣ ମାମଲାରେ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲଦଣ୍ଡ ଭୋଗୁଛନ୍ତି । ବିଭିନ୍ନ ସମୟରେ ସଞ୍ଚୟ ପାରୋଲରେ ଆସି ୧୪୬ ଦିନ ଜେଲ ବାହାରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos