ସିରିଆ: ୩୦୦ କର୍ମଚାରୀଙ୍କୁ ଅପହରଣ କଲା ଆଇଏସ୍‌

ବେରୁଟ୍: ଡମାସକସ୍‌ର ଉତ୍ତରପୂର୍ବ ଅଞ୍ଚଳରୁ ୩୦୦ଜଣ ସିମେଣ୍ଟ କର୍ମଚାରୀଙ୍କୁ ଗୁରୁବାର ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ଅପହରଣ ନେଇଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ମୁତାବକ ଅଲ୍‌ ବାଡିଆ ସିମେଣ୍ଟ କାରାଖାନାରେ କାର୍ଯ୍ୟ କରୁଥିବା କାର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କୁ ପ୍ରଥମେ ନିଟସ୍ଥ ଏକ ସହରକୁ ଆତଙ୍କୀମାନେ ଡାକି ନେଇଥିଲେ। ଏହା ପରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ କରାଯାଉଛି।

isis

Rakesh Mallick
  • Published: Thursday, 07 April 2016
  • , Updated: 04 May 2017, 03:44 PM IST

ବେରୁଟ୍: ଡମାସକସ୍‌ର ଉତ୍ତରପୂର୍ବ ଅଞ୍ଚଳରୁ ୩୦୦ଜଣ ସିମେଣ୍ଟ କର୍ମଚାରୀଙ୍କୁ ଗୁରୁବାର ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ଅପହରଣ ନେଇଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ମୁତାବକ ଅଲ୍‌ ବାଡିଆ ସିମେଣ୍ଟ କାରାଖାନାରେ କାର୍ଯ୍ୟ କରୁଥିବା କାର୍ମଚାରୀ ଓ କଣ୍ଟ୍ରାକ୍ଟରଙ୍କୁ ପ୍ରଥମେ ନିଟସ୍ଥ ଏକ ସହରକୁ ଆତଙ୍କୀମାନେ ଡାକି ନେଇଥିଲେ। ଏହା ପରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ।

ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ କରାଯାଉଛି।

Related story