ଆମେରିକା: ୩୮ହଜାର ପ୍ରବାସୀ ଭାରତୀୟ ପାଳିଲେ ସ୍ୱାଧୀନତା ଦିବସ

ୱାସିଂଟନ: ଆମେରିକାର ଏଡିସନ ସହରରେ ୩୮ ହଜାର ପ୍ରବାସୀ ଭାରତୀୟ ୬୯ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଏଡିସନ ସହରର ମେୟର ଟମ୍ ଲାନକି ଓ ଉଡବ୍ରିଜ ସହର ମେୟର ଜନ ମ୍ୟାକକୋମାକ ଯୋଗ ଦେଇଥିଲେ। ଏଥିରେ ୨୦ଟି ଦଳ ୨ କିଲୋମିଟର ରାସ୍ତାରେ ପରେଡ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭିନ୍ନ ଟକ୍ ସୋରେ ହୋଷ୍ଟର ରିଚା ଅନିରୁଦ୍ଧ, ଅଭିନେତ୍ରୀ ଅଭନୀ ମୋଦି, ପ୍ରାଚୀ ଶାହ, ମାଡ୍ଲେସା ଶର୍ମା, ସୋମକେଶ […]

38,000 attend US parade to mark I-Day

38,000 attend US parade to mark I-Day

Rakesh Mallick
  • Published: Saturday, 15 August 2015
  • Updated: 04 May 2017, 03:45 PM IST

ୱାସିଂଟନ: ଆମେରିକାର ଏଡିସନ ସହରରେ ୩୮ ହଜାର ପ୍ରବାସୀ ଭାରତୀୟ ୬୯ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥିଭାବେ ଏଡିସନ ସହରର ମେୟର ଟମ୍ ଲାନକି ଓ ଉଡବ୍ରିଜ ସହର ମେୟର ଜନ ମ୍ୟାକକୋମାକ ଯୋଗ ଦେଇଥିଲେ। ଏଥିରେ ୨୦ଟି ଦଳ ୨ କିଲୋମିଟର ରାସ୍ତାରେ ପରେଡ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭିନ୍ନ ଟକ୍ ସୋରେ ହୋଷ୍ଟର ରିଚା ଅନିରୁଦ୍ଧ, ଅଭିନେତ୍ରୀ ଅଭନୀ ମୋଦି, ପ୍ରାଚୀ ଶାହ, ମାଡ୍ଲେସା ଶର୍ମା, ସୋମକେଶ ସିଂହ ଓ ସୁଜାତା ମେହେତା ପ୍ରମୁଖ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story