ସୁରଟ: ନଦୀରେ ବୁଡ଼ି ଓଡ଼ିଆ ଯୁବକଙ୍କ ସମେତ ୪ ମୃତ

ସୁରଟ: ସୁରଟ ବାରାଡୋଲିରେ ତାପି ନଦୀରେ ବୁଡ଼ି ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଓଡ଼ିଆj ଭାସ୍କର ପାତ୍ରଙ୍କ ୧୭ ବର୍ଷର ପୁଅ ଆଦିତ୍ୟ ଅଛନ୍ତି। ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁଅରେ ଭାସିଯାଇଥିଲେ। ଏନେଇ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଖୋଜିବା ଆରମ୍ଭ କରିଦେଥିଲେ। ବହୁ ସମୟ ଖୋଜାଖୋଜି ପରେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Rakesh Mallick
  • Published: Monday, 09 October 2017
  • Updated: 09 October 2017, 01:03 PM IST

Sports

Latest News

ସୁରଟ: ସୁରଟ ବାରାଡୋଲିରେ ତାପି ନଦୀରେ ବୁଡ଼ି ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଓଡ଼ିଆj ଭାସ୍କର ପାତ୍ରଙ୍କ ୧୭ ବର୍ଷର ପୁଅ ଆଦିତ୍ୟ ଅଛନ୍ତି। ସେମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁଅରେ ଭାସିଯାଇଥିଲେ।

ଏନେଇ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଖୋଜିବା ଆରମ୍ଭ କରିଦେଥିଲେ। ବହୁ ସମୟ ଖୋଜାଖୋଜି ପରେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story