କ୍ୟାନାଡାରେ ଅନ୍ଧାଧୁନିଆ ଗୁଳିମାଡ଼, ୪ ମୃତ

ଟରୋଣ୍ଟୋ: କ୍ୟାନାଡାର ପୂର୍ବପ୍ରାନ୍ତରେ ଥିବା ଫେରେଡିକ୍‌ସନ୍‌ ସହରରେ ଆଜି ଅନ୍ଧାଧୁନିଆ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ୪ ଜଣ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି। ଏହି ଗୁଳିମାଡ଼ରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୨୦୦ରୁ ଅଧିକ ଗୁଳି ଫୁଟିଥିଲେ ହେଁ ଏହାର କାରଣ ଜଣାପଡ଼ିନାହିଁ। ଫେରେଡିକ୍‌ସନ୍‌ ପୁଲିସ୍‌ ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛି। ଏବେ ଅପରେସନ୍‌ ଜାରି ରହିଥିବାରୁ ଲୋକମାନଙ୍କୁ ନିଜ ନିଜ ଘରେ ରହିବାକୁ […]

180722224447-canada-shooting-exlarge-169

Ordigital Desk
  • Published: Friday, 10 August 2018
  • Updated: 10 August 2018, 09:07 PM IST

Sports

Latest News

ଟରୋଣ୍ଟୋ: କ୍ୟାନାଡାର ପୂର୍ବପ୍ରାନ୍ତରେ ଥିବା ଫେରେଡିକ୍‌ସନ୍‌ ସହରରେ ଆଜି ଅନ୍ଧାଧୁନିଆ ଗୁଳିମାଡ଼ ହୋଇଛି।

ଏହି ଘଟଣାରେ ୪ ଜଣ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି। ଏହି ଗୁଳିମାଡ଼ରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୨୦୦ରୁ ଅଧିକ ଗୁଳି ଫୁଟିଥିଲେ ହେଁ ଏହାର କାରଣ ଜଣାପଡ଼ିନାହିଁ।

ଫେରେଡିକ୍‌ସନ୍‌ ପୁଲିସ୍‌ ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛି।

ଏବେ ଅପରେସନ୍‌ ଜାରି ରହିଥିବାରୁ ଲୋକମାନଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏକାଧିକ ଟ୍ୱିଟ୍‌ ଜରିଆରେ ପୁଲିସ୍‌ କହିଛି, ବର୍ତ୍ତମାନ ସୁଦ୍ଧା ଆମେ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ। ଆମ ପାଖରେ ଅଧିକ ସୂଚନା ନାହିଁ। ସୂଚନା ପାଇବା କ୍ଷଣି ତୁରନ୍ତ ଜନସାଧାରଣଙ୍କୁ ଅବଗତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story