ମୋଦି ସରକାର ଅମଳରେ ବଢ଼ିଛି ଭିଆଇପି କଲ୍‌ଚର: ୟୁପିଏରେ ଥିଲେ ୩୩୦, ଏନ୍‌ଡିଏରେ ୪୭୫

ନୂଆଦିଲ୍ଲୀ: ୨୦୧୪ରେ ଯେତେବେଳେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲା ସେତେବେଳେ ଦେଶରୁ ଭିଆଇପି କଲ୍‌ଚର୍‌ ଶେଷ କରିବା ପାଇଁ ବହୁତ ବଡ଼ ବଡ଼ କଥା କୁହାଯାଇଥିଲା। କିନ୍ତୁ ଗତ ତିନି ବର୍ଷରେ ଦେଶରେ ଭିଆଇପି କଲ୍‌ଚର ବଢ଼ିଛି। ଏକ ଉଚ୍ଚ ସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ ନେତା ଓ ଭିଆଇପିଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ବଢ଼ିଛି। କେବଳ ସେତିକି ନୁହେଁ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଯେତିକି ଭିଆଇପି ଥିଲେ ଏବେ […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 12:18 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୪ରେ ଯେତେବେଳେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲା ସେତେବେଳେ ଦେଶରୁ ଭିଆଇପି କଲ୍‌ଚର୍‌ ଶେଷ କରିବା ପାଇଁ ବହୁତ ବଡ଼ ବଡ଼ କଥା କୁହାଯାଇଥିଲା। କିନ୍ତୁ ଗତ ତିନି ବର୍ଷରେ ଦେଶରେ ଭିଆଇପି କଲ୍‌ଚର ବଢ଼ିଛି। ଏକ ଉଚ୍ଚ ସ୍ତରୀୟ କମିଟି ପକ୍ଷରୁ କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ ନେତା ଓ ଭିଆଇପିଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ବଢ଼ିଛି। କେବଳ ସେତିକି ନୁହେଁ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଯେତିକି ଭିଆଇପି ଥିଲେ ଏବେ ସେହି ସଂଖ୍ୟା ଢେର ବୃଦ୍ଧି ପାଇଛି।

ସରକାରଙ୍କ ନୂଆ ତାଲିକା ଅନୁସାରେ ବର୍ତ୍ତମାନ ସାରା ଦେଶରେ ୪୭୫ରୁ ଅଧିକ ଭିଆଇପି ଅଛନ୍ତି। ୟୁପିଏ ସରକାର ଅମଳରେ ଏହି ସଂଖ୍ୟା ୩୩୦ ଥିଲା। ଏବେ ୫୫ ଜଣ ନେତା ଓ ଭିଆଇପିଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା ଦିଆଯାଉଛି। ୟୁପିଏ ସରକାର ଅମଳରେ କେବଳ ୨୦ ଜଣଙ୍କୁ ଏହି ସୁରକ୍ଷା ଦିଆଯାଇଥିଲା। ଜେଡ୍ ପ୍ଲସ୍‌ ସୁରକ୍ଷାରେ ୩୫ରୁ ୪୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଏ। ଏବେ ୬୦ ଜଣ ଲୋକଙ୍କୁ ଜେଡ୍ କ୍ୟାଟେଗୋରୀର ସୁରକ୍ଷା ଦିଆଯାଉଛି। ୟୁପିଏ ସରକାର ସମୟରେ ମାତ୍ର ୨୬ ଜଣଙ୍କୁ ଏହି ସ୍ତରର ସୁରକ୍ଷା ମିଳୁଥିଲା। ଜେଡ୍‌ ସ୍ତରର ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୩୦ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଏ। ଏବେ ୧୪୫ ଜଣଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦିଆଯାଉଛି। ଏଥିରେ ପ୍ରାୟ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୁଅନ୍ତି।

ବର୍ତ୍ତମାନ ୬୮ ଜଣଙ୍କୁ ଏକ୍ସ କ୍ୟାଟେଗୋରୀ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ସେମାନଙ୍କ ନିକଟରେ ଦୁଇ ଜଣ ଲେଖାଏଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ଏବେ ଦେଶରେ ୧୫ ଜଣ ବିଶିଷ୍ଟ ଲୋକଙ୍କୁ ଏନ୍‌ଏସ୍‌ଜି ସୁରକ୍ଷା ମିଳିଛି। ସେଥିମଧ୍ୟରେ ଅଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ, ଲାଲକୃଷ୍ଣ ଆଡ଼ଭାନୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂହ ଯାଦବ, ମାୟାବତୀ, ଏମ୍.କରୁଣାନିଧି, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଫାରୁକ ଅବଦୁଲ୍ଲା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ।

କିଛି ଭିଆଇପିଙ୍କଠାରୁ ଏନ୍‌ଏସ୍‌ଜି ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇପାରେ। ଏହି ତାଲିକାରେ ଅଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ଅଖିଳେଶ ଯାଦବ।  ଏକ୍ସ ଓ ୱାଇ ବର୍ଗରେ ବି ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇପାରେ। ୭୫ ଜଣଙ୍କୁ ସିଆରପିଏଫ୍ ସୁରକ୍ଷା ଦିଆଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ। ଉମର ଅବଦୁଲ୍ଲା, ମେହବୁବା ମୁଫତି ଓ ସୁପ୍ରିମକୋର୍ଟର ବିଚାରପତିଙ୍କ ସମେତ ୧୮ ଜଣଙ୍କୁ ଆଇଟିବିପି ସୁରକ୍ଷା ଯୋଗାଇ ଦିଆଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ରାଜ୍ୟ ମନ୍ତ୍ରୀ କିରନ୍ ରିଜିଜୁ ଓ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ୭୫ ଜଣଙ୍କୁ ସିଆଇଏସ୍‌ଏଫ୍ ସୁରକ୍ଷା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story