ବଦମାସ ବାବା: ପଢନ୍ତୁ ରାମ ରହିମଙ୍କ ୫ ମେଗା କ୍ରାଇମ୍‌

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ବଳାତ୍କାର ଅଭିଯୋଗରେ ଦୋଶୀ ସାବ୍ୟସ୍ତ ହୋଇଥିବା   ଡେରା ସଚ୍ଚା ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ନାମରେ ୫ଟି ଅଭିଯୋଗ ରହିଛି।  ସବୁ ଅଭିଯୋଗ ସଙ୍ଗିନ। ଆସନ୍ତୁ ଜାଣିବା ସେ ସବୁ ଅଭିଯୋଗ ସମ୍ପର୍କରେ। ୧: ୨୦୦୨ରେ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କୁ ହତ୍ୟା ଷଡ଼ଜନ୍ତ୍ର ପଛରେ ବାବା ରାମ ରହିମଙ୍କ ହାତ ରହିଥିବା ଅଭିଯୋଗ ରହିଛି। ସେହିପରି ଆଶ୍ରମରେ ସାଧବିଙ୍କୁ  ଯୌନ ନିର୍ଯାତନା ଦେଇଥିବା ନେଇ ଖୁବ୍‌ ପ୍ରଚାର ହୋଇଥିଲା। ଯେଉଁ ମାମଲା ଏବେ ପଞ୍ଚକୁଲାରେ  […]

Rakesh Mallick
  • Published: Saturday, 26 August 2017
  • Updated: 26 August 2017, 07:39 PM IST

Sports

Latest News

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ବଳାତ୍କାର ଅଭିଯୋଗରେ ଦୋଶୀ ସାବ୍ୟସ୍ତ ହୋଇଥିବା   ଡେରା ସଚ୍ଚା ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ନାମରେ ୫ଟି ଅଭିଯୋଗ ରହିଛି।  ସବୁ ଅଭିଯୋଗ ସଙ୍ଗିନ। ଆସନ୍ତୁ ଜାଣିବା ସେ ସବୁ ଅଭିଯୋଗ ସମ୍ପର୍କରେ।

୧: ୨୦୦୨ରେ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କୁ ହତ୍ୟା ଷଡ଼ଜନ୍ତ୍ର ପଛରେ ବାବା ରାମ ରହିମଙ୍କ ହାତ ରହିଥିବା ଅଭିଯୋଗ ରହିଛି। ସେହିପରି ଆଶ୍ରମରେ ସାଧବିଙ୍କୁ  ଯୌନ ନିର୍ଯାତନା ଦେଇଥିବା ନେଇ ଖୁବ୍‌ ପ୍ରଚାର ହୋଇଥିଲା। ଯେଉଁ ମାମଲା ଏବେ ପଞ୍ଚକୁଲାରେ  କୋର୍ଟର ବିଚରାଧୀନ ରହିଛି। ଏବଂ ଶୁଣାଣି ଶେଷ ଅବସ୍ଥାରେ ରହିଛି।

୨: ଡେରା  ଆଶ୍ରମରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ପ୍ରକାଶ କରିବାରୁ   ଛତ୍ରପତି ନାମକ ଜଣେ ସାମ୍ବାଦିକଙ୍କୁ ୨୩ ଅକ୍ଟୋବର ୨୦୦୨ରେ ହତ୍ୟା କରାଯାଇଥିଲା।  ଏଥିରେ ରାମ ରହିମଙ୍କ ନାମରେ ମାମଲା ହେବା ସହ ତାଙ୍କ ତିନ ସହଯୋଗୀଙ୍କ ସହ ଗିରଫ କରାଯ଼ାଇଥିଲା।  ସିବିଆଇ ଦ୍ବାରା ଏହି ମାମଲାର ଯାଞ୍ଚ ହେଉଛି । ପଞ୍ଚକୁଲାର  ସିବିଆଇ କୋର୍ଟରେ ଏହି ମାମଲାର ବିଚରାଧୀନ ରହିଛି।

୩: ସେହିପରି ଡେରା ଆଶ୍ରମରେ କିଛି ଭକ୍ତଙ୍କ ସମ୍ପତ୍ତି ବନ୍ଧକ ରଖାଯାଥିବା ଅଭିଯୋଗ ଆସିଛି। ବାବାଙ୍କ ମାଧ୍ୟମରେ ଇଶ୍ୱରପ୍ରାପ୍ତିର ପ୍ରଲୋଭିତ କରି ଭକ୍ତଙ୍କଠାରୁ  ସମ୍ପତ୍ତି ଠକି ନିଆଯାଇଥିବା ଅଭିଯୋଗ ଆସିଥିଲା। ୨୧୦୧୪ ଡିସେମ୍ବର ୨୩ରେ ଏହି ଘଟଣାର ତଦନ୍ତ କରିବା ପାଇଁ  ହାଇକୋର୍ଟ ସିବିଆଇ କୁ ନିର୍ଦ୍ଦେଶ ଦେଇଛନ୍ତି।

୪:ସେହିପରି ୨୦୦୭ରେ ବାବା ରାମ ରହିମ ଶିଖ୍‌ ଗୁରୁ ଗୋବିନ୍ଦ ସିଂ ଭଳି ସମାନ ପୋଷାକ ପିନ୍ଧିବା ପାଇଁ ତାଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ ହୋଇଥିଲା।  ହେଲେ ଏହି ମାମଲାକୁ ନେଇ ତାଙ୍କ ଭକ୍ତମାନେ ଖୁବ୍‌ ହଙ୍ଗାମା କରିଥିଲେ।  ପରିସ୍ଥିତି ଜଟିଳ ହେବା ପରେ ହରିୟାଣା ସରକାର ଡରିଯାଇ  ମାମଲା ପ୍ରତ୍ୟାହାର କରିନେଥିଲେ।

୫: ଡେରା ଆଶ୍ରମରେ  ଡେରା କର୍ମୀମାନଙ୍କୁ  ସାମରିକ ତାଲିମ ଦିଆଯିବା , ବେଆଇ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବା  ସମ୍ପର୍କରେ ୨୦୧୦ ଡିସେମ୍ବରରେ ସେନା ପକ୍ଷରୁ  ଗୁଇନ୍ଦା ସୂଚନା ଦିଆଯାଇଥିଲା। ଏହି ମାମଲାରେ ରାଜ୍ୟ ସରକାରଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ  ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। ହେଲେ ହରିୟାଣା ସରକାର ସେ ସମୟରେ  ଡେରା ମୁଖ୍ୟଙ୍କୁ କ୍ଲିନ୍‌ ଚିଟ ଦେଇଥିଲେ।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story