ଲାଲକିଲାରେ ପାକିସ୍ତାନ ଓ ଚୀନ୍‌କୁ ମୋଦିଙ୍କ ମେସେଜ: ନିଜ ସୁରକ୍ଷା ପାଇଁ ଆମେ ସକ୍ଷମ

ନୂଆଦିଲ୍ଲୀ: ଆଜି ସାରାଦେଶ ୭୧ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ମୋଦି ତାଙ୍କ ଅଭିଭାଷଣରେ ପାକିସ୍ତାନ ଓ ଚୀନକୁ କଡ଼ା ଭାଷାରେ ମେସେଜ ଦେଇଛନ୍ତି। ଏହାସହ ବିଚ୍ଛିନ୍ନତାବାଦକୁ ମଧ୍ୟ ସମାଲୋଚନା କରିଛନ୍ତି। ଆସନ୍ତୁ ଜାଣିବା ମୋଦି କହିଥିବା ୫ଟି ଗୁରୁତ୍ୱପୂର୍ଣ୍ଣ କଥା। ୧. ଆମେ ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା […]

modi

modi

Rakesh Mallick
  • Published: Tuesday, 15 August 2017
  • Updated: 15 August 2017, 11:21 AM IST

Sports

Latest News

ନୂଆଦିଲ୍ଲୀ: ଆଜି ସାରାଦେଶ ୭୧ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ମୋଦି ତାଙ୍କ ଅଭିଭାଷଣରେ ପାକିସ୍ତାନ ଓ ଚୀନକୁ କଡ଼ା ଭାଷାରେ ମେସେଜ ଦେଇଛନ୍ତି। ଏହାସହ ବିଚ୍ଛିନ୍ନତାବାଦକୁ ମଧ୍ୟ ସମାଲୋଚନା କରିଛନ୍ତି। ଆସନ୍ତୁ ଜାଣିବା ମୋଦି କହିଥିବା ୫ଟି ଗୁରୁତ୍ୱପୂର୍ଣ୍ଣ କଥା।

୧. ଆମେ ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ଦେଶ ପାଇଁ ବଳିଦାନ ଦେବାକୁ ଆମ ସେନା କେବେ ପଛଘୁଞ୍ଚା ଦେଇନାହିଁ। ଆତଙ୍କବାଦ ହେଉ କି ଅନୁପ୍ରବେଶ ସବୁ ସ୍ଥାନରେ ସେନା ତା’ର କାମ କରିଛି। ଯେତେବେଳେ ଆମେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲୁ ସାରା ଦୁନିଆ ଆମ ଶକ୍ତି ଦେଖିଥିଲା।

୨- ଅଭିଭାଷଣରେ ମୋଦି ପାକିସ୍ତାନ ଓ ଚୀନର ନାଁ ନେଇ ନଥିଲେ ମଧ୍ୟ କଡ଼ା ମେସେଜ ଦେଇଛନ୍ତି। ସେ କହିଛନ୍ତି- “ଆଭ୍ୟନ୍ତରୀଣ ସୁରକ୍ଷା ହେଉଛି ଆମର ପ୍ରଥମ ପ୍ରାଥମିକତା। ସାଇବର ହେଉ କି ସ୍ପେସ୍‌ ସବୁଠି ଆମକୁ ସୁରକ୍ଷା ନିଶ୍ଚିତ କରିବାକୁ ପଡିବ ଓ ଭାରତ ଏପରି କରିବାକୁ ସକ୍ଷମ। ଭାରତ ବିରୁଦ୍ଧରେ କୌଣସି ଦେଶ ଚାଲାଖି ଦେଖାଇଲେ ତାକୁ ପ୍ରତିହତ କରିବାର ଶକ୍ତି ଆମ ପାଖରେ ଅଛି।

୩. ବିଚ୍ଛିନ୍ନତାବାଦୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି। ସେ କହିଛନ୍ତି ଯେ, ଗୁଳିରେ ନୁହେଁ କି ଗାଳିରେ ନୁହେଁ, କାଶ୍ମୀର ସମସ୍ୟା ପରସ୍ପରକୁ ଭଲ ପାଇବାରେ ହିଁ ସମାଧାନ ହେବ। ଆତଙ୍କବାଦ ପ୍ରତି ନରମ ମନୋଭାବ ଦେଖା ଯିବାର ପ୍ରଶ୍ନ ଉଠୁନାହିଁ।

୪. ଦେଶର ୧୨୫ କୋଟି ଲୋକ ସମସ୍ତେ ସମାନ। କେହି ବଡ଼ ନୁହେଁ କି କେହି ଛୋଟ ନୁହେଁ।

୫. ଉତ୍ତର ପ୍ରଦେଶର ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ୍ କଲେଜରେ ଅକ୍ସିଜେନ୍ ଗ୍ୟାସ୍‌ ସିଲିଣ୍ଡରର ଅଭାବ ଯୋଗୁଁ ୩୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି କି ଏପରି ସମ୍ବେଦନଶୀଳ ସମୟରେ ଆମେ ଜନସୁରକ୍ଷା ସହ କିଛି ବି ଅବହେଳା ହେବାକୁ ଦେବୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story