୫ଜଣ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରେନ୍

ପାଟଣା: ବିହାରର ଭଭୁଆ ରେଳ ଷ୍ଟେସନ୍‌ରେ ଟ୍ରେନ୍ ମାଡ଼ିଯିବାରୁ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କାରେ ୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେମାନେ ହେଲେ ବକ୍ସସରର ଶାହିନା ଖାତୁନ୍, କୈରିନା ଖାତୁନ୍, ଆଫରୀନ୍‌ ପରବୀନ ଓ ରୋହତାସର ସନପାତୋ ଦେବୀ। ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ଟାରେ ଏହି ଦୁର୍ଘଟଣା ଘଟିଥିଲା। ଗତକାଲି ସନ୍ଧ୍ୟାରେ ବାରାଣସୀ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ଟି […]

bihar_45

bihar_45

Tapaswini Nayak
  • Published: Saturday, 13 October 2018
  • Updated: 13 October 2018, 09:32 AM IST

Sports

Latest News

ପାଟଣା: ବିହାରର ଭଭୁଆ ରେଳ ଷ୍ଟେସନ୍‌ରେ ଟ୍ରେନ୍ ମାଡ଼ିଯିବାରୁ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କାରେ ୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେମାନେ ହେଲେ ବକ୍ସସରର ଶାହିନା ଖାତୁନ୍, କୈରିନା ଖାତୁନ୍, ଆଫରୀନ୍‌ ପରବୀନ ଓ ରୋହତାସର ସନପାତୋ ଦେବୀ। ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ।

ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ଟାରେ ଏହି ଦୁର୍ଘଟଣା ଘଟିଥିଲା।

ଗତକାଲି ସନ୍ଧ୍ୟାରେ ବାରାଣସୀ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସ୍‌ଟି ଭଭୁଆ ରେଳ ଷ୍ଟେସନ୍‌ର ତିନି ନମ୍ବର ପ୍ଲାଟଫର୍ମରେ ଲାଗିଥିଲା। ଦୁର୍ଗାପୂଜା ଯୋଗୁ ପ୍ଲାଟ୍‌ଫର୍ମରେ ବହୁତ ଭିଡ଼ ଥିଲା। ତେଣୁ ଅନେକ ଯାତ୍ରୀ ପ୍ଲାଟ୍‌ଫର୍ମରେ ନ ଓହ୍ଲାଇ ଟ୍ରେନ୍‌ର ଅପରପାର୍ଶ୍ୱରେ ରେଳ ଟ୍ରାକ୍‌ରେ ଓହ୍ଲାଇ ଯାଇଥିଲେ।

ଏହି ସମୟରେ ହାୱଡ଼ାରୁ ଲାଲ କୁଆଁ ଯାଉଥିବା ଲାଲ କୁଆଁ ଏକ୍ସପ୍ରେସ୍‌ ଦ୍ରୁତ ଗତିରେ ସେହି ଟ୍ରାକ୍‌ରେ ଆସିଥିଲା ଓ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ଘଟିଥିଲା।

ଲାଲକୁଆଁ ଏକ୍ସପ୍ରେସ୍‌ର ଭଭୁଆ ଷ୍ଟେସନରେ ଷ୍ଟପେଜ୍ ନ ଥିଲା।

ଏହି ଘଟଣା ପରେ ଭଭୁଆ ଷ୍ଟେସନ୍‌ର ତିନିଟି ଟ୍ରାକ୍‌ରେ ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story