୫ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ୫ଟି ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଚାଲିଛି। ମେଘାଳୟର ଚୋକପଟ, କେରଳର ଅରୁ ବିକ୍କରା, ତ୍ରିପୁରାର ପ୍ରାସଗଢ ଓ ସୁରମା ଏବଂ ମଧ୍ୟପ୍ରଦେଶର ଗରେଠ ଓ ତାମିଲନାଡୁର ରାଧାକୃଷ୍ଣ ନଗର ବିଧାନସଭା ଆସନରେ ଆଜି ଭୋଟଗ୍ରହଣ ଚାଲିଛି। ତାମିଲନାଡୁର ରାଧାକୃଷ୍ଣ ନଗର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଜୟଲଳିତା ନିର୍ବାଚନ ଲଢୁଛନ୍ତି। ରାଧାକୃଷ୍ଣ ନଗର ଆସନ ଉପରେ ସମସ୍ତଙ୍କ ନଜର ରହିଛି । ରାଧାକୃଷ୍ଣ ନଗର ଆସନରେ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି […]

vote

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 06:28 AM IST

ନୂଆଦିଲ୍ଲୀ: ୫ଟି ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଚାଲିଛି। ମେଘାଳୟର ଚୋକପଟ, କେରଳର ଅରୁ ବିକ୍କରା, ତ୍ରିପୁରାର ପ୍ରାସଗଢ ଓ ସୁରମା ଏବଂ ମଧ୍ୟପ୍ରଦେଶର ଗରେଠ ଓ ତାମିଲନାଡୁର ରାଧାକୃଷ୍ଣ ନଗର ବିଧାନସଭା ଆସନରେ ଆଜି ଭୋଟଗ୍ରହଣ ଚାଲିଛି। ତାମିଲନାଡୁର ରାଧାକୃଷ୍ଣ ନଗର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଜୟଲଳିତା ନିର୍ବାଚନ ଲଢୁଛନ୍ତି।

ରାଧାକୃଷ୍ଣ ନଗର ଆସନ ଉପରେ ସମସ୍ତଙ୍କ ନଜର ରହିଛି । ରାଧାକୃଷ୍ଣ ନଗର ଆସନରେ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତେବେ ଜୟଲଲିତାଙ୍କ ଟକ୍କର ସିପିଆଇ ପ୍ରାର୍ଥୀ ଟ୍ରଫିକ୍ ରାମାସ୍ୱାମୀଙ୍କ ସହ ହେଉଛି । ଜୁନ ୩୦ରେ ‌ଏହି ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏହି ଉପନିର୍ବାଚନରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ଇଲୋଟ୍ରନିକ୍ ଭୋଟିଙ୍ଗ୍ ମେସିନରେ ପ୍ରାର୍ଥୀଙ୍କ ଫଟୋ ବ୍ୟବହାର କରିଛନ୍ତି ।

Related story