ସେନାକୁ ବଡ଼ ସଫଳତା: ଏନକାଉଣ୍ଟର୍‌ରେ ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନାକୁ ସଫଳତା। ବାନ୍ଦିପୁରା ଅଞ୍ଚଳରେ ହୋଇଛି ଏକ ବଡ଼ ଧରଣର ଏନ୍‌କାଉଣ୍ଟର। ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ନିହତ ହୋଇଛିନ୍ତି 5 ଜଣ ଆତଙ୍କବାଦୀ। ତେବେ ଜଣେ ବାୟୁ ସେନା ଅଧିକାରୀ ଏଥିରେ ସହିଦ ହୋଇଥିବା ସୂଚନା ମିଳିଛି। ଏହାସହ ଦୁଇ ଯବାନ ଆହତ ବି ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ  ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇଛି ଅପରେସନ୍ କୁଣ୍ଡ। ଏହି ଅପସେନରେ କିଛି […]

MilitantAttack_07092013

MilitantAttack_07092013

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 06:29 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନାକୁ ସଫଳତା। ବାନ୍ଦିପୁରା ଅଞ୍ଚଳରେ ହୋଇଛି ଏକ ବଡ଼ ଧରଣର ଏନ୍‌କାଉଣ୍ଟର। ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ନିହତ ହୋଇଛିନ୍ତି 5 ଜଣ ଆତଙ୍କବାଦୀ। ତେବେ ଜଣେ ବାୟୁ ସେନା ଅଧିକାରୀ ଏଥିରେ ସହିଦ ହୋଇଥିବା ସୂଚନା ମିଳିଛି। ଏହାସହ ଦୁଇ ଯବାନ ଆହତ ବି ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ  ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇଛି ଅପରେସନ୍ କୁଣ୍ଡ। ଏହି ଅପସେନରେ କିଛି ଦିନ ତଳେ ୩ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ସେନା। ଏହାସହ ଗତକାଲି ମାଜିଦ୍ ଖାନ୍ ଆତ୍ମ ସର୍ମପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story