ଦେଶ ଲଢ଼ୁଛି କରୋନା ସହିତ, ସେପଟେ ଆତଙ୍କବାଦୀ ସହ ଲଢ଼ି ୫ ଯବାନ ଶହୀଦ

ଶ୍ରୀନଗର: ସାରାଦେଶ ଏବେ କରୋନା ସହିତ ମୁକାବିଲା କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା କରିବାକୁ ଯାଇ ଶହୀଦ ହୋଇଛନ୍ତି ୫ ଯବାନ। ରବିବାର ଦିନ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଜମ୍ମୁ କଶ୍ମୀରରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୫ ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି। ଶ୍ରୀନଗର କୁପଓ୍ୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ବେଳେ ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଗତ ୪୮ ଘଣ୍ଟାରେ ଯବାନମାନେ ୯ […]

SOLDIER SAHID

SOLDIER SAHID

Subhransu Sekhar
  • Published: Monday, 06 April 2020
  • Updated: 06 April 2020, 06:56 PM IST

Sports

Latest News

ଶ୍ରୀନଗର: ସାରାଦେଶ ଏବେ କରୋନା ସହିତ ମୁକାବିଲା କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା କରିବାକୁ ଯାଇ ଶହୀଦ ହୋଇଛନ୍ତି ୫ ଯବାନ। ରବିବାର ଦିନ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଜମ୍ମୁ କଶ୍ମୀରରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୫ ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି।

ଶ୍ରୀନଗର କୁପଓ୍ୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ବେଳେ ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଗତ ୪୮ ଘଣ୍ଟାରେ ଯବାନମାନେ ୯ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ ବେଳେ ଜଣେ ଯବାନ ଶହୀଦ ହୋଇଥିଲେ। ଅନ୍ୟ ୪ ଜଣ ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ ପରବର୍ତ୍ତୀ ସମୟରେ ଶହୀଦ ହୋଇଛନ୍ତି।

ଶହୀଦଙ୍କ ପରିଚୟ ମିଳିଛି। ଏହି ଅମର ଆତ୍ମା ହେଲେ ସୁବେଦାର ସଞ୍ଜୀବ କୁମାର, ହାବିଲଦାର ଦେବେନ୍ଦ୍ର ସିଂହ, ସିପାହୀ ବାଲ କୃଷ୍ଣନ, ସିପାହୀ ଅମିତ କୁମାର ଏବଂ ସିପାହୀ ଛତ୍ରପଲ ସିଂହ।

ଜଙ୍ଗଲ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସେନା ଅପରେସନ ଜାରି ରଖିଛି, ହେଲେ ଗତକାଲି ପାଖରୁ କୌଣସି ଗୁଳି ବିନିମୟ ହୋଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story