୫୦ହଜାରୁ ଅଧିକ ଟଙ୍କାର ନେଣଦେଣ ପାଇଁ ଦେବାକୁ ପଡିବ ପ୍ରକୃତ ପ୍ରମାଣପତ୍ର

ନୂଆଦିଲ୍ଲୀ: ଏଣିକି ୫୦,୦୦୦ରୁ ଅଧିକ ଟଙ୍କାର ନେଣଦେଣ କଲେ ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରକୃତ ପ୍ରମାଣପତ୍ର ଦେଖାବାକୁ ପଡିବ। ଲିମିଟ୍‌ରୁ ଅଧିକ ନେଣଦେଣ ହେଉଥିଲେ ଗ୍ରାହକଙ୍କ ପ୍ରକୃତ ପ୍ରମାଣପତ୍ର ଦେଖିବାକୁ ସରକାର ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନକଲି ପ୍ରମାଣପତ୍ର ଦେଇ କଳାଧନକୁ ଧଳା କରୁଥିବା ଲୋକଙ୍କ ଉପରେ ଲଗାମ ଲଗାବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରାଣାଳୟର ରେଭିନ୍ୟୁ ଡିପାଟମେଣ୍ଟ ପ୍ରୋବେଶନ ଅଫ୍ ମନି ଲାଣ୍ଡରିଂ ଆକ୍ଟ ନିୟମରେ ପରିବର୍ତ୍ତନ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 01:29 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ୫୦,୦୦୦ରୁ ଅଧିକ ଟଙ୍କାର ନେଣଦେଣ କଲେ ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରକୃତ ପ୍ରମାଣପତ୍ର ଦେଖାବାକୁ ପଡିବ। ଲିମିଟ୍‌ରୁ ଅଧିକ ନେଣଦେଣ ହେଉଥିଲେ ଗ୍ରାହକଙ୍କ ପ୍ରକୃତ ପ୍ରମାଣପତ୍ର ଦେଖିବାକୁ ସରକାର ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନକଲି ପ୍ରମାଣପତ୍ର ଦେଇ କଳାଧନକୁ ଧଳା କରୁଥିବା ଲୋକଙ୍କ ଉପରେ ଲଗାମ ଲଗାବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଅର୍ଥ ମନ୍ତ୍ରାଣାଳୟର ରେଭିନ୍ୟୁ ଡିପାଟମେଣ୍ଟ ପ୍ରୋବେଶନ ଅଫ୍ ମନି ଲାଣ୍ଡରିଂ ଆକ୍ଟ ନିୟମରେ ପରିବର୍ତ୍ତନ କରି ଗେଜେଟ୍‌ ନୋଟିଫିକେସନ୍‌ ଜାରି କରିଛନ୍ତି। ଏହାଦ୍ୱାରା ସବୁ ବ୍ୟବସାୟ ପ୍ରତିଷ୍ଠାନଙ୍କୁ ପ୍ରକୃତ ପ୍ରମାଣପତ୍ର ସହ ତାଙ୍କ ଫଟୋ ମିଳାଇବା ଜରୁରୀ କରାଯାଇଛି।

ମନି ଲେଣ୍ଡରିଂ ଓ କଳାଧନ କାରବାର ବନ୍ଦ କରିବାକୁ ପିଏମ୍‌ଏଲ୍‌ଏ ଲାଗୁ କରିଛନ୍ତି। ଏହି ନିୟମ ଅନୁସାରେ ବ୍ୟାଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନ ଗ୍ରାହକଙ୍କ ପ୍ରକୃତ ପ୍ରମାଣପତ୍ର ଯାଞ୍ଚ କରିବା, ରେକର୍ଡ ରଖିବା ଓ ଫାଇନାସିଆଲ ଇଣ୍ଟେଲିଜେନ୍ସି ୟୁନିଟ୍‌ ଅଫ୍‌ ଇଣ୍ଡିଆକୁ ସମସ୍ତ ରିପୋର୍ଟ ଦେବା ଜରୁରୀ କରାଯାଇଛି।

କେତେ ଟଙ୍କା ନେଣଦେଣ ଉପରେ ଦେବାକୁ ପଡିବ ପ୍ରମାଣପତ୍ର

କୌଣସି  ଗ୍ରାହକ ନିଜ ଆକାଉଣ୍ଟରେ ୫୦,୦୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ନେଣଦେଣ କଲେ ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ତାଙ୍କ ଆଧାରକାର୍ଡ ଅନ୍ୟ ସରକାରୀ ପ୍ରମାଣପତ୍ର ଦେଖିବା ଜରୁରୀ।

୧୦ ଲକ୍ଷରୁ ଅଧିକ ଟଙ୍କା କ୍ୟାସ୍‌ରେ ଅଥବା ଏହି ପରିମାଣର ବିଦେଶୀ ମୁଦ୍ରା ନେଣଦେଣରେ ଆଧାରକାର୍ଡ ଓ ଅନ୍ୟ ସରକାରୀ କାଗଜପତ୍ର ଦେଖାଇବାକୁ ପଡିବ।

୫ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା (କ୍ରସ୍‌ ବର୍ଡର) ବ୍ୟବସାୟିକ ନେଣଦେଣ ଓ ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି କିଣାବିକାରେ ମଧ୍ୟ ପ୍ରକୃତ ପ୍ରମାଣପତ୍ର ଦେଖାଇବାକୁ ପଡିବ।

ରେଭିନ୍ୟୁ ଡିପାଟମେଣ୍ଟ ଗେଜେଟ୍‌ ନୋଟିଫିକେସନ୍‌ ଅନୁଯାୟୀ ଅଫିସିଆଲ ଡକ୍ୟୁମେଣ୍ଟ ନ ଥିଲେ  ଗ୍ରାହକ ନିଜର ଇଲେକ୍ଟ୍ରିବିଲ୍‌, ଟେଲିଫୋନ୍‌ ବିଲ୍‌, ପାଣି ବିଲ୍, ଗ୍ୟାସ୍‌ ବିଲ୍‌କୁ ପ୍ରମାଣପତ୍ର ଭାବେ ଦେଖାଇ ପାରିବେ। ତେବେ ଏହି ବିଲ୍‌ ଦୁଇ ମାସରୁ ଅଧିକ ପୁରୁଣା ହୋଇ ନଥିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story