ଡିଜିଟାଲ ମିଡିଆରେ ପ୍ରଚାର ପାଇଁ ଉଡ଼ିଲା ୫୩ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନ ମହାପର୍ବ ଶେଷ ହୋଇଛି। ପୋଷ୍ଟର ପାଖରୁ ଆରମ୍ଭ କରି ଦଳୀୟ ପତାକା ଓ ରାଲି ପାଇଁ କୋଟି କୋଟି ଟଙ୍କା ଉଡ଼ିଥିବା ବେଳେ ଏବେ ଡିଜିଟାଲ ମିଡିଆରେ ରାଜନୀତିକ ଦଳ କେତେ ଟଙ୍କା ଉଡ଼ାଇଛନ୍ତି ସେ ନେଇ ତଥ୍ୟ ପ୍ରକାଶ ପାଇଛି। ମାର୍ଚ୍ଚ ମାସରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଫେବୃଆରୀ ମାସରୁ ଦେଶରେ ନିର୍ବାଚନୀ ରାଲି ଆରମ୍ଭ ହୋଇଯାଇଥିଲା।ଫେସବୁକ ଓ ଗୁଗୁଲ ବିଜ୍ଞାପନରେ ରାଜନୀତିକ […]

social-media

social-media

Subhransu Sekhar
  • Published: Sunday, 19 May 2019
  • Updated: 19 May 2019, 09:37 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନ ମହାପର୍ବ ଶେଷ ହୋଇଛି। ପୋଷ୍ଟର ପାଖରୁ ଆରମ୍ଭ କରି ଦଳୀୟ ପତାକା ଓ ରାଲି ପାଇଁ କୋଟି କୋଟି ଟଙ୍କା ଉଡ଼ିଥିବା ବେଳେ ଏବେ ଡିଜିଟାଲ ମିଡିଆରେ ରାଜନୀତିକ ଦଳ କେତେ ଟଙ୍କା ଉଡ଼ାଇଛନ୍ତି ସେ ନେଇ ତଥ୍ୟ ପ୍ରକାଶ ପାଇଛି।

ମାର୍ଚ୍ଚ ମାସରେ ନିର୍ବାଚନ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଫେବୃଆରୀ ମାସରୁ ଦେଶରେ ନିର୍ବାଚନୀ ରାଲି ଆରମ୍ଭ ହୋଇଯାଇଥିଲା।ଫେସବୁକ ଓ ଗୁଗୁଲ ବିଜ୍ଞାପନରେ ରାଜନୀତିକ ଦଳ ଓ ପ୍ରାର୍ଥୀ ୫୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ତେବେ ଖର୍ଚ୍ଚର ସିଂହଭାଗ ଶାସକ ଦଳ ଭାରତୀୟ ଜନତା ପାର୍ଟି କରିଛି ବୋଲି ଜଣାପଡ଼ିଛି।

ଫେବୃଆରୀରୁ ମେ'୧୫ ମଧ୍ୟରେ କେବଳ ଫେସବୁକରେ ରାଜନୀତିକ ଦଳ ୧.୨୧ ଲକ୍ଷଟି ବିଜ୍ଞାପନ ଦେଇଥିବା ବେଳେ ଏଥିପାଇଁ ୨୬.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଫେବୃଆରୀ ୧୯ରୁ ଏବେ ଯାଏ ୧୨, ୮୩୭ଟି ବିଜ୍ଞାପନ ୟୁଟ୍ୟୁବ, ଗୁଗୁଲ, ଏବଂ ଅନ୍ୟାନ୍ୟ ସହଯୋଗୀ ସୋଶାଲ ମିଡିଆକୁ ଦିଆଯାଇଥିବା ଜଣାପଡ଼ିଛି। ଏଥିପାଇଁ ୨୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ବିଜେପି ଫେସବୁକରେ ୨, ୫୦୦ରୁ ଅଧିକ ବିଜ୍ଞାପନ ଦେଇଥିବା ବେଳେ ଏଥିପାଇଁ ଦଳ ୪.୨୩ କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି ଗୁଗୁଲରେ ନିର୍ବାଚନ ପ୍ରଚାର ବାବଦକୁ ୨୭.୩୬ କୋଟି ଟଙ୍କା ଖର୍ଚ୍ଚ କରିଛି ଶାସକ ଦଳ।

କଂଗ୍ରେସ ଫେସବୁକରେ ମୋଟ ୩, ୬୮୬ଟି ବିଜ୍ଞାପନ ଦେଇଥିବା ବେଳେ ଏଥିପାଇଁ ୧.୪୬ କୋଟି ଟଙ୍କା ଖର୍ଚ୍ଚ କରିଛି। ସେହିପରି ଗୁଗୁଲରେ ୨.୭୧ କୋଟି ଚଙ୍କା ଖର୍ଚ୍ଚ କରିଛି କଂଗ୍ରେସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story