କୋଚି ବନ୍ଦର ନିକଟରେ ବୋଟ ବୁଡି ୬ ମୃତ, ୨୦ ଗୁରୁତର

କୋଚି: କେରଳର କୋଚି ବନ୍ଦରରୁ ଭାଇପିନ ଦ୍ୱୀପକୁ ଯାଉ ଥିବା ଯାତ୍ରୀବାହୀ ବୋଟ କମଳାକାଦାଭୁ ନିକଟରେ ବୁଟି ଯିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ନୌସେନା, କୋଷ୍ଟଗାର୍ଡ ଓ ରାଜ୍ୟ ପୋଲିସର ମିଳିତ ସହଯୋଗରେ ଗୁରୁତରଙ୍କୁ ଉଦ୍ଧାର କରି କୋଚି ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଜଣେ ନାବାଳକର ଏପର୍ଯ୍ୟନ୍ତ ପତ୍ତା ମିଳୁ ନ ଥିବା ଜଣାପଡିଛି। ଏହି ଉଦ୍ଧାରକାର୍ଯ୍ୟରେ କୋଷ୍ଟଗାର୍ଡର ୨ […]

6 killed as Ferry boat capsized at Fort Kochi

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 09:11 AM IST

 6 killed as Ferry boat capsized at Fort Kochiକୋଚି: କେରଳର କୋଚି ବନ୍ଦରରୁ ଭାଇପିନ ଦ୍ୱୀପକୁ ଯାଉ ଥିବା ଯାତ୍ରୀବାହୀ ବୋଟ କମଳାକାଦାଭୁ ନିକଟରେ ବୁଟି ଯିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ନୌସେନା, କୋଷ୍ଟଗାର୍ଡ ଓ ରାଜ୍ୟ ପୋଲିସର ମିଳିତ ସହଯୋଗରେ ଗୁରୁତରଙ୍କୁ ଉଦ୍ଧାର କରି କୋଚି ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଜଣେ ନାବାଳକର ଏପର୍ଯ୍ୟନ୍ତ ପତ୍ତା ମିଳୁ ନ ଥିବା ଜଣାପଡିଛି।

ଏହି ଉଦ୍ଧାରକାର୍ଯ୍ୟରେ କୋଷ୍ଟଗାର୍ଡର ୨ ଟି ବୋର୍ଟ, କୋଷ୍ଟାଲ ପୋଲିସର ୩ଟି ଓ ନୌସେନାର ୨ ଟି ବୋଟ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story