୬୪ ପୁଲିସ କର୍ମୀ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ। ଡାକ୍ତରଙ୍କ ପରେ ପୁଲିସ ଏବେ କରୋନାରେ ଆକ୍ରାନ୍ତ। ମହାରାଷ୍ଟ୍ରରେ ସର୍ବାଧିକ ପୁଲିସ ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୋଟ୍ ୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଜଣ ପୁଲିସ ଅଧିକାରୀ ଓ ୫୨ ଜଣ ପୁଲିସ କନେଷ୍ଟବଳ ରହିଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ୱାଇରୁ କେବଳ ୩୪ ଜଣ ପୁଲିସ କର୍ମୀ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ନିୟୋଜିତ […]

mumbai_police

mumbai_police

Subhransu Sekhar
  • Published: Wednesday, 22 April 2020
  • Updated: 22 April 2020, 03:17 PM IST

Sports

Latest News

ମୁମ୍ୱାଇ: କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ। ଡାକ୍ତରଙ୍କ ପରେ ପୁଲିସ ଏବେ କରୋନାରେ ଆକ୍ରାନ୍ତ। ମହାରାଷ୍ଟ୍ରରେ ସର୍ବାଧିକ ପୁଲିସ ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୋଟ୍ ୬୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଜଣ ପୁଲିସ ଅଧିକାରୀ ଓ ୫୨ ଜଣ ପୁଲିସ କନେଷ୍ଟବଳ ରହିଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ୱାଇରୁ କେବଳ ୩୪ ଜଣ ପୁଲିସ କର୍ମୀ ରହିଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନରେ ନିୟୋଜିତ ପୁଲିସ ଅଧିକାରୀ ମଧ୍ୟ ସାମିଲ୍ ଥିଲେ। ମହିଳା ପୁଲିସ କର୍ମୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସାଙ୍ଗରେ ନିୟୋଜିତ ଥିବା ଅନ୍ୟ ୬ ଜଣ ପୁଲିସ କର୍ମୀଙ୍କୁ ମଧ୍ୟ ଏକାନ୍ତବାସରେ ରଖାଯାଇଛି। ମହାରାଷ୍ଟ୍ରରେ ୫୪୮୧ ଜଣ ଏଯାବତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି।

ଦେଶରେ ଏହି ମହାମାରୀରେ ୬୪୦ ଜଣଙ୍କର ମୃତ୍ୟୁ ଘଟିଛି। ୧୫,୪୭୪ ଜଣ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୭୭ ଜଣ ବିଦେଶୀ କରୋନା ଆକ୍ରାନ୍ତ ରହିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬୪୦ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ୩୮୬୯ ଜଣ ଡିସଚାର୍ଜ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story