ରାଣୀ ମହୁମାଛିଙ୍କ ଜାଲରେ ଫସିଗଲେ ବୃଦ୍ଧ, ଚିତା କାଟିନେଲେ ୭୩ ଲକ୍ଷ

ମୁମ୍ବାଇ:ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍‌ ଅଛନ୍ତି। ପୁଲିସ୍‌ର ସୂଚନା […]

l-9vbb

l-9vbb

Tapas Behera
  • Published: Thursday, 12 December 2019
  • Updated: 12 December 2019, 01:50 PM IST

Sports

Latest News

ମୁମ୍ବାଇ:ମହଙ୍ଗା ପଡ଼ିଲା ଡେଟିଂ ନିଶା। ଡେଟିଂ କରିବା ନିଶାରେ ଜଣେ ୬୫ ବର୍ଷୀୟ ବୃଦ୍ଧ ପୂରାପୂରି ଫସି ଯାଇଛନ୍ତି। ଯୁବତୀଙ୍କ ସହ ଡେଟିଂ କରିବାର ଲୋଭ ଦେଖାଇ ଠକମାନେ ବୃଦ୍ଧଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ମୁମ୍ବାଇର ଖରଘର ଅଞ୍ଚଳର ଜଣେ ବୃଦ୍ଧ ଏଭଳି ବଡ଼ ଧରଣର ଠକାମିର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଓ ଟ୍ରାନ୍ସଜେଣ୍ଡର୍‌ ଅଛନ୍ତି।

ପୁଲିସ୍‌ର ସୂଚନା ଅନୁସାରେ, ୨୦୧୮ ମସିହା ସେପ୍ଟେମ୍ବରରେ ଜଣେ ଯୁବତୀ ସ୍ପିଡ୍‌ ଡେଟିଂ ଓ ଡେଟିଂ ସର୍ଭିସ୍‌ ପାଇଁ ଖରଘର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ଯୁବତୀ ଜଣକ କହିଥିଲେ, ସେମାନେ ଡେଟ୍‌ସ୍‌ ପାଇଁ ଝିଅ ଯୋଗାଉଛନ୍ତି ଏବଂ ମେମ୍ବର ମାନେ ଚୟନ କରିଥିବା ପ୍ଲେସ୍‌କୁ ଏହି ଝିଅମାନେ ଡେଟ୍‌ କରିବାକୁ ଯିବେ। ହେଲେ ଏଥିପାଇଁ ରେଜିଷ୍ଟ୍ରେସନ୍‌ ଓ ଅନ୍ୟାନ୍ୟ ଫି’ ଦେବାକୁ ପଡ଼ିବ ବୋଲି ସେ(ଯୁବତୀ ଜଣକ) କହିଥିଲେ। ବୃଦ୍ଧ ଜଣକ ଯେତେବେଳେ ଏହିସବୁ ଡେଟିଂ ସୁବିଧା ପାଇଲେ ନାହିଁ ସେ ମେମ୍ବରସିପ୍‌(ସଦସ୍ୟ) କ୍ୟାନ୍‌ସେଲ୍‌ କରିବା ପାଇଁ କହିଥିଲେ। ଏହାସହ ସେ ଅଧିକ କ୍ୟାନ୍‌ସେଲେସନ୍‌ ଚାର୍ଜ ମଧ୍ୟ ଦାବି କରିଥିଲେ।

ଫଳରେ ଅଭିଯୁକ୍ତମାନେ ସମ୍ପୃକ୍ତ ବୃଦ୍ଧଙ୍କୁ ପୁଲିସ୍‌ର ଧମକ ଦେଇଥିଲେ। ଝିଅ ପାଇଁ ଦାବି କରୁଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ପାଇଁ ଅଭିଯୁକ୍ତମାନେ ବୃଦ୍ଧଙ୍କୁ ଧମକ ଦେଇଥିଲେ। ଖାଲି ଏତିକି ନୁହେଁ ସେମାନେ ବୃଦ୍ଧଙ୍କ ନିକଟକୁ ଏକ ଲିଗାଲ୍‌ ନୋଟିସ୍‌ ପଠାଇ ଟଙ୍କା ଦେବାପାଇଁ ଧମକ ଦେଇଥିଲେ।

ଏହିସବୁର ସମାଧାନ ନାଁରେ ଅଭିଯୁକ୍ତମାନେ ବୃଦ୍ଧଙ୍କୁ ନିକଟରୁ ପାଖାପାଖି ୭୩.୫ ଲକ୍ଷ ଟଙ୍କା ଠକି ନେଇଥିଲେ। ବିଭିନ୍ନ ଆକାଉଣ୍ଟକୁ ବୃଦ୍ଧ ଜଣକ ଏହି ଟଙ୍କା ସବୁ ଟ୍ରାନ୍ସଫର୍‌ କରିଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story