୬୮ ଦିନ ଉପବାସ ପରେ ୧୩ ବର୍ଷର ବାଳିକାର ମୃତ୍ୟୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୩ ବର୍ଷର ବାଳିକା ୬୮ ଦିନ ଉପବାସ ରହିବା ପରେ ଗତ ସପ୍ତାହରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଆରାଧନା। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ ଜୈନ ଧର୍ମର‘ଚୌମାସା’ ବ୍ରତ ରଖିଥିଲେ। ୬୮ ଦିନ ଉପବାସ ରଖିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ହୃଦ୍‌ଘାତରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଆରାଧନାଙ୍କ ଶବ ସତ୍କାର ସମୟରେ ପ୍ରାୟ ୬୦୦ରୁ ଅଧିକ ଲୋକ ଉପସ୍ଥିତ […]

jain-girl

jain-girl

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 11:57 AM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୩ ବର୍ଷର ବାଳିକା ୬୮ ଦିନ ଉପବାସ ରହିବା ପରେ ଗତ ସପ୍ତାହରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଆରାଧନା। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ସେ ଜୈନ ଧର୍ମର‘ଚୌମାସା’ ବ୍ରତ ରଖିଥିଲେ।

୬୮ ଦିନ ଉପବାସ ରଖିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ହୃଦ୍‌ଘାତରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା।

ଆରାଧନାଙ୍କ ଶବ ସତ୍କାର ସମୟରେ ପ୍ରାୟ ୬୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ।  ତାଙ୍କୁ ବାଲ୍‌ ତପସ୍ୱୀ ନାମରେ ସମ୍ୱୋଧିତ କରାଯାଇଥିଲା। ଏହାସହିତ ଆରାଧାନାଙ୍କ ଶବ ଯାତ୍ରାକୁ ‘ଶୋଭା ଯାତ୍ରା’ର ନାମ ଦିଆଯାଇଛି। ଏହାପୂର୍ବରୁ ଆରାଧନା ସଫଳତାର ସହ ୪୧ ଦିନ ଉପବାସରେ ରହିଥିଲେ।

ଜୈନ ସମ୍ପ୍ରଦାୟର ଜଣେ ସଦସ୍ୟ କହିଛନ୍ତି,“ଏପରି ଉପବାସ ରହିବା ଏକ ପରମ୍ପରାରେ ପରିଣତ ହୋଇଛି। ଲୋକେ ଖାଦ୍ୟ ଓ ପାନୀୟ ପରିତ୍ୟାଗ କରି ନିଜକୁ କଷ୍ଟ ଦିଅନ୍ତି। ଏପରି କରିବା ଦ୍ୱାରା ଧାର୍ମିକ ଗୁରୁମାନେ ତାଙ୍କୁ ସମ୍ମାନିତ କରି ଉପହାର ପ୍ରଦାନ କରନ୍ତି। ତେବେ ଏହି ମାମଲାରେ ଆରାଧନା ନାବାଳିକା ଥିଲେ। ତେଣୁ ଏହାକୁ ମୁଁ ବିରୋଧ କରୁଛି।  ଯଦିଓ ଏହା ହତ୍ୟା ନୁହେଁ, କିନ୍ତୁ ଆତ୍ମହତ୍ୟା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story