କୋଲକାତା ବିମାନ ବନ୍ଦରରୁ ବିପୁଳ ବିଦେଶୀ ଟଙ୍କା ଜବତ, ୭ ବାଂଲାଦେଶୀ ଗିରଫ

କୋଲକାତା: ନେତାଜୀ ସୁବାଷ ଚନ୍ଦ୍ର ବିମାନ ବନ୍ଦରରୁ ୭ ବାଂଲାଦେଶୀ ନାଗରିକଙ୍କ ପାଖରୁ ୫. ୧୪ କୋଟି ଟଙ୍କାର ବିଦେଶୀ ଟଙ୍କା ଜବତ କରିଛି କୋଲକାତା ପୁଲିସ। ବାଂଲାଦେଶର ଢାକାରୁ କୋଲକାତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରକୁ ୭ ବାଂଲାଦେଶୀ ନାଗରିକ ବିମାନରେ ଆସିଥିଲେ। ଏହାପରେ ପୁଲିସ ଏହି ବିଦେଶୀ ଟଙ୍କା ୭ ବିଦେଶୀ ନାଗରିକଙ୍କ ପାଖରୁ ଜବତ କରିଛି। ଯେଉଁ ବ୍ୟାଗ ଧରି ସାଙ୍ଗରେ ଆସିଥିଲେ ସେହି ବ୍ୟାଗର ଖୋଲା ଥିବା ଚେନ […]

kolkata airport

kolkata airport

Subhransu Sekhar
  • Published: Wednesday, 10 April 2019
  • Updated: 10 April 2019, 08:01 AM IST

Sports

Latest News

କୋଲକାତା: ନେତାଜୀ ସୁବାଷ ଚନ୍ଦ୍ର ବିମାନ ବନ୍ଦରରୁ ୭ ବାଂଲାଦେଶୀ ନାଗରିକଙ୍କ ପାଖରୁ ୫. ୧୪ କୋଟି ଟଙ୍କାର ବିଦେଶୀ ଟଙ୍କା ଜବତ କରିଛି କୋଲକାତା ପୁଲିସ।

ବାଂଲାଦେଶର ଢାକାରୁ କୋଲକାତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରକୁ ୭ ବାଂଲାଦେଶୀ ନାଗରିକ ବିମାନରେ ଆସିଥିଲେ। ଏହାପରେ ପୁଲିସ ଏହି ବିଦେଶୀ ଟଙ୍କା ୭ ବିଦେଶୀ ନାଗରିକଙ୍କ ପାଖରୁ ଜବତ କରିଛି। ଯେଉଁ ବ୍ୟାଗ ଧରି ସାଙ୍ଗରେ ଆସିଥିଲେ ସେହି ବ୍ୟାଗର ଖୋଲା ଥିବା ଚେନ ସ୍ଥାନରେ ଜବତ ବିଦେଶୀ ଟଙ୍କା ଥିଲା ବୋଲି ଜଣାପଡ଼ିଛି। ତେବେ ଯେଉଁ ବିମାନରେ କୋଲକାତା ଆସିଥିଲେ ସମାନ ବିମାନରେ ପୁଣି ଢାକା ଫେରିଯିବାର ଯୋଜନା ଥିଲା।

କୋଲକାତା ପୁଲିସ ୭ ନାଗରିକଙ୍କୁ ଅଟକ ରଖି ସମସ୍ତ ଟଙ୍କାର କାଗଜ ପତ୍ର ବାବଦରେ ପଚାରିଥିଲା ହେଲେ ପ୍ରମାଣ ଦେଇପାରିନଥିବା ଜଣାପଡ଼ିଛି। ଏହାପରେ ୭ ବାଂଲାଦେଶୀ ନାଗରିକଙ୍କୁ କଷ୍ଟିମ ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେବେ ଏହି ଟଙ୍କା କାହାର ଏ ପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ତଦନ୍ତ ଜାରି ରହିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story