କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ୱନ କଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୭ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ଆଜି ନିଲମ୍ବନ କରିଛନ୍ତି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯାୟ ଶେଷ ହେବା ଯାଏ ନିଲମ୍ୱିତ ହୋଇଛନ୍ତି କଂଗ୍ରେସର ଏହି ସାଂସଦ। ଯେଉଁ କଂଗ୍ରେସ ସାଂସଦଙ୍କୁ ନିଲମ୍ୱନ କରାଯାଇଛି ସେମାନେ ନିଜ ଆସନରୁ ଉଠି ଆସି ବାଚସ୍ପତିଙ୍କ ଚେୟାର ପାଖକୁ ଆସି ହଙ୍ଗାମା କରିଥିଲେ। […]

LOKA SABHA

LOKA SABHA

Subhransu Sekhar
  • Published: Thursday, 05 March 2020
  • Updated: 05 March 2020, 04:19 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୭ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ଆଜି ନିଲମ୍ବନ କରିଛନ୍ତି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯାୟ ଶେଷ ହେବା ଯାଏ ନିଲମ୍ୱିତ ହୋଇଛନ୍ତି କଂଗ୍ରେସର ଏହି ସାଂସଦ। ଯେଉଁ କଂଗ୍ରେସ ସାଂସଦଙ୍କୁ ନିଲମ୍ୱନ କରାଯାଇଛି ସେମାନେ ନିଜ ଆସନରୁ ଉଠି ଆସି ବାଚସ୍ପତିଙ୍କ ଚେୟାର ପାଖକୁ ଆସି ହଙ୍ଗାମା କରିଥିଲେ। ହଙ୍ଗାମା ବେଳେ କଂଗ୍ରେସ ସାଂସଦ ପୋଷ୍ଟର ଧରିଥିଲେ।

କଂଗ୍ରେସର ଯେଉଁ ସାଂସଦଙ୍କୁ ବାଚସ୍ପତି ନିଲମ୍ୱନ କରିଛନ୍ତି ସେମାନେ ହେଲେ ଗୌରବ ଗୋଗେଇ, ଟିଏନ ପ୍ରଥପନ, ଡିନ କୁରିକୋସ, ଆର ଉନ୍ନିଥନ, ମଣିକମ ଟାଗୋର, ବେନି ବେହନନ ଏବଂ ଗୁରଜିତ ସିଂହ ଔଜଲା।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାର ଆଲୋଚନା ପାଇଁ ତିନି ଦିନ ହେବ ବିରୋଧୀ ଦାବି କରିଆସୁଛନ୍ତି। ହେଲେ ବାଚସ୍ପତି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି ହୋଇନାହାନ୍ତି। ଏବେ ହୋଲିର ସମୟ, ମାର୍ଚ୍ଚ ୧୧ରେ ଦିଲ୍ଲୀ ହିଂସା ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ଓମ୍ ବିର୍ଲା ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story