ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ଡାକରା: ଆଜିର ଦିନରେ ଭାରତ ସହ ଜାମ୍ମୁ କାଶ୍ମୀରର ହୋଇଥିଲା ମିଶ୍ରଣ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତ ସହିତ ଜାମ୍ମୁ କାଶ୍ମୀରର ମିଶ୍ରଣକୁ ବିରୋଧ କରି ଆଜି ଉପତ୍ୟକାରେ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦ ଡାକରା ଦେଇଥିଲେ ବିଚ୍ଛିନ୍ନତାବାଦୀ ନେତା। ବନ୍ଦର ପ୍ରଭାବ ଉପତ୍ୟକାରେ ପଡ଼ିଥିଲା। କେତେକ ସ୍ଥାନରେ ବିକ୍ଷୋଭ କରିଥିଲେ ବିଚ୍ଛିନ୍ନତାବାଦୀ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  ପାକିସ୍ତାନର ଆକ୍ରମଣରୁ ରକ୍ଷା କରିବାକୁ ସତୁରି ବର୍ଷ ତଳେ ଆଜିର ଦିନରେ ଭାରତର ସୈନ୍ୟ ଶ୍ରୀନଗରରେ ପହଞ୍ଚିଥିଲେ। ରାଜା ହରି ସିଂହ ଭାରତ […]

Rakesh Mallick
  • Published: Friday, 27 October 2017
  • Updated: 28 October 2017, 12:20 AM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତ ସହିତ ଜାମ୍ମୁ କାଶ୍ମୀରର ମିଶ୍ରଣକୁ ବିରୋଧ କରି ଆଜି ଉପତ୍ୟକାରେ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦ ଡାକରା ଦେଇଥିଲେ ବିଚ୍ଛିନ୍ନତାବାଦୀ ନେତା। ବନ୍ଦର ପ୍ରଭାବ ଉପତ୍ୟକାରେ ପଡ଼ିଥିଲା। କେତେକ ସ୍ଥାନରେ ବିକ୍ଷୋଭ କରିଥିଲେ ବିଚ୍ଛିନ୍ନତାବାଦୀ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  ପାକିସ୍ତାନର ଆକ୍ରମଣରୁ ରକ୍ଷା କରିବାକୁ ସତୁରି ବର୍ଷ ତଳେ ଆଜିର ଦିନରେ ଭାରତର ସୈନ୍ୟ ଶ୍ରୀନଗରରେ ପହଞ୍ଚିଥିଲେ। ରାଜା ହରି ସିଂହ ଭାରତ ସହିତ ମିଶ୍ରଣ ଲାଗି ଚୁକ୍ତି ସ୍ୱାକ୍ଷର କରିବା ପରେ ଭାରତ ପଠାଇଥିଲା ସୈନ୍ୟ। ଏହା ପରେ କାଶ୍ମୀରରୁ ପାକିସ୍ତାନୀ ସୈନ୍ୟଙ୍କୁ ତଡ଼ିଥିଲା ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story