ତେଲିଆ ମୁଣ୍ଡରେ ତେଲ: କେନ୍ଦ୍ର କର୍ମଚାରୀଙ୍କ ବେସିକ୍‌ ପେ’ ହେବ ୨୧ ହଜାର ଟଙ୍କା

ନୂଆଦିଲ୍ଲୀ:କେନ୍ଦ୍ରକର୍ମଚାରୀଙ୍କ ପାଇଁ ଖୁସିର ଖବର। ବଢିବ ବେସିକ୍‌ ପେ। କେନ୍ଦ୍ରକର୍ମଚାରୀଙ୍କ ବେଶିକ୍‌ ପେ ୨୧,୦୦୦ ଟଙ୍କା ଧାର୍ଯ୍ୟ ହୋଇପାରେ। ଗତ ବର୍ଷ  ସପ୍ତମବେତନ କମିଶନକୁ  କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ମଧ୍ୟ ଧାର୍ଯ୍ୟ ହୋଇଥିବା ବେସିକ୍‌ ପେ’କୁ ନେଇ ଅସନ୍ତୋଷ ଉପୁଜିଥିଲା। ସରକାର ସର୍ବନିମ୍ନ ଦରମା ୧୮ହଜାର ଟଙ୍କା ଧାର୍ଯ୍ୟ କରିଥିଲେ ମଧ୍ୟ ତାହା ବିଭିନ୍ନ ବର୍ଗ ପାଇଁ ସମାନ ନ ଥିଲା।  ତେବେ ଏହାକୁ ନେଇ କେନ୍ଦ୍ର କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ଏବଂ ଅଭିଯୋଗ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 07:08 PM IST

Sports

Latest News

ନୂଆଦିଲ୍ଲୀ:କେନ୍ଦ୍ରକର୍ମଚାରୀଙ୍କ ପାଇଁ ଖୁସିର ଖବର। ବଢିବ ବେସିକ୍‌ ପେ। କେନ୍ଦ୍ରକର୍ମଚାରୀଙ୍କ ବେଶିକ୍‌ ପେ ୨୧,୦୦୦ ଟଙ୍କା ଧାର୍ଯ୍ୟ ହୋଇପାରେ। ଗତ ବର୍ଷ  ସପ୍ତମବେତନ କମିଶନକୁ  କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ମଧ୍ୟ ଧାର୍ଯ୍ୟ ହୋଇଥିବା ବେସିକ୍‌ ପେ’କୁ ନେଇ ଅସନ୍ତୋଷ ଉପୁଜିଥିଲା। ସରକାର ସର୍ବନିମ୍ନ ଦରମା ୧୮ହଜାର ଟଙ୍କା ଧାର୍ଯ୍ୟ କରିଥିଲେ ମଧ୍ୟ ତାହା ବିଭିନ୍ନ ବର୍ଗ ପାଇଁ ସମାନ ନ ଥିଲା।  ତେବେ ଏହାକୁ ନେଇ କେନ୍ଦ୍ର କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ଏବଂ ଅଭିଯୋଗ କରିବା ପରେ ଏହାର ସଂଶୋଧନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ।

ଏନେଇ ସରକାର National Anomaly Committee (NAC)  ଗଠନ କରିଥିଲେ। ସଂଶୋଧିତ ଦରମା ଅନୁଯାୟୀ ବେଶିକ୍‌ ପେ ୨୧,୦୦୦ ସ୍ଥିର ହେବା ନେଇ ଏହି ନାକ୍‌ କମିଯି ପକ୍ଷରୁ ବିଚାର କରାଯାଉଛି।  ହେଲେ ଏହ ସବୁ ବର୍ଗ ପାଇଁ ସମାନ ହେବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।  ଏନେଇ ନାକ୍ କମିଟି ପକ୍ଷରୁ ଖୁବ୍‌ ଶୀଘ୍ର ବୈଠକ ବସିବ ବୋଲି ସୂଚନା ମିଳିଛି। ଏହି ନାକ୍ କମିଟି୨୦୧୬  ସେପ୍ଟେମ୍ବର ମାସରେ ଗଠିତ ହୋଇଥିଲା।  ଦରମା ଅସଙ୍ଗତି ନେଇ ଅଭିଯୋଗ ଆସିବା ପରେ ସରକାର ଏହାର ସମାଧାନ ପାଇଁ ଏହି କମିଟି ଗଠନ କରିଥିଲେ।

 ସୂଚନା ଅନୁଯାୟୀ ସପ୍ତମବେତନ କମିନ ରିପୋର୍ଟ ଦେବା ପରେ କେନ୍ଦ୍ର ସରକାର ମୂଳ ଦରମାର ୧୪.୨୭ ପ୍ରତିଶତ(ବେଶିକ୍‌ ପେ) ବୃଦ୍ଧି କରିଥିଲେ। ହେଲେ ଏହାକୁ ନେଇ କେନ୍ଦ୍ର କର୍ମଚାରୀ ଖୁସି ନ ଥିଲେ।  ବିରୋଧ ଉଠିଥିଲା।  ପରେ ବିରୋଧକୁ ଦେଖି ଏହାର ସଂଶୋଧନ ପାଇଁ ସରକାର ନାକ୍‌ କମିଟି ଗଠନ କରିଥିଲେ। ସର୍ବନିମ୍ନ ବେସିକ୍‌ ପେ ୧୮ ହଜାର ନୁହେଁ ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇଁ ଦାବି ହୋଇଥିଲା। ହେଲେ ଏହାକୁ ୨୧ ହଜାର ଟଙ୍କାରେ ସୀମିତ ରଖିବା ନେଇ ବିଚାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story