ସପ୍ତମବେତନ କମିଶନ ସଂଶୋଧନ ପଥ ପରିଷ୍କାର: ଜାନୁଆରୀରୁ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଶୁଭ ଖବର। ସପ୍ତମବେତନ କମିଶନରେ ସଂଶୋଧିତ ଦରମାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହେବାରେ  ସ୍ପଷ୍ଟ ସଙ୍କେତ ମିଳିଛି।  ଅର୍ଥାତ ବର୍ଦ୍ଧିତ ଦରମା ମିଳିବା ନେଇ ପଥ ପରିଷ୍କାର ହୋଇଛି। ଏନେଇ କେନ୍ଦ୍ର ସରକାର ନାକ କମିଟି (National Anomaly Committee) ଗଠନ କରିଥିବା ବେଳେ ବର୍ଦ୍ଧିତ ଦରମା ସପକ୍ଷରେ ପୂର୍ଣ୍ଣବହୁମତ ମିଳିବ ବୋଲି ସୂଚନା ମିଳିଛି। ଏନେଇ ଆସନ୍ତା ଅକ୍ଟୋବର ୧୫ ପୂର୍ବରୁ  ନାକ କମିଟିର ବୈଠକ ବିସିବ। ଏହି ବୈଠକରେ […]

7thpay

7thpay

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 06:35 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଶୁଭ ଖବର। ସପ୍ତମବେତନ କମିଶନରେ ସଂଶୋଧିତ ଦରମାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହେବାରେ  ସ୍ପଷ୍ଟ ସଙ୍କେତ ମିଳିଛି।  ଅର୍ଥାତ ବର୍ଦ୍ଧିତ ଦରମା ମିଳିବା ନେଇ ପଥ ପରିଷ୍କାର ହୋଇଛି। ଏନେଇ କେନ୍ଦ୍ର ସରକାର ନାକ କମିଟି (National Anomaly Committee) ଗଠନ କରିଥିବା ବେଳେ ବର୍ଦ୍ଧିତ ଦରମା ସପକ୍ଷରେ ପୂର୍ଣ୍ଣବହୁମତ ମିଳିବ ବୋଲି ସୂଚନା ମିଳିଛି। ଏନେଇ ଆସନ୍ତା ଅକ୍ଟୋବର ୧୫ ପୂର୍ବରୁ  ନାକ କମିଟିର ବୈଠକ ବିସିବ। ଏହି ବୈଠକରେ ହେବାକୁ ଥିବା ଭୋଟରେ ସର୍ବନିମ୍ନ ଦରମା ବୃଦ୍ଧି ସପକ୍ଷରେ ସ୍ପଷ୍ଟ ବହୁମତ ମିଳିବା ନେଇ ସୂଚନା ମିଲିଛି। ଏହା କେବଳ ଏକ  ଔପଚାରିକ ବୈଠକ ହେବ।  

 ସଂଶୋଧନ ପରେ କେନ୍ଦ୍ରକର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୧,୦୦୦ ଟଙ୍କା ହେବ। କୁହାଯାଉଛି ନାକ କମିଟିର ଏହି ରିପୋର୍ଟ ଆସିବା ପରେ ଏହା ବିରୋଧରେ କେନ୍ଦ୍ର ସରକାର ଯିବେ ନାହିଁ।  ଆସନ୍ତା ଡିସେମ୍ବର ମାସରେ ନାକ ତା’ର ରିପୋର୍ଟ ପୈଠ କରିବ। ଆଉ  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କେବଳ ମୋହର ମାରିବେ। ସେପଟେ ଆଉ ବର୍ଦ୍ଧିତ ଦରମା ୨୦୧୮ ଜାନୁଆରୀରୁ ମିଳିବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହା ଯୋଗୁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଉପକୃତ ହେବେ। ସୂଚନା ଅନୁଯାୟୀ ସପ୍ତମବେତନ କମିଶନ ଲାଗୁ ହେବା ପରେ କେନ୍ଦ୍ର ସରକାର ମୂଳ ଦରମାର ୧୪.୨୭ ପ୍ରତିଶତ(ବେସିକ୍‌ ପେ) ବୃଦ୍ଧି କରିଥିଲେ।  ଏଥିସହ ସର୍ବନିମ୍ନଦରମା(ବେସିକ୍ ପେ’) ୧୮,୦୦୦ ଟଙ୍କା ଧାର୍ଯ୍ୟ କରିଥିଲେ।

ହେଲେ ଏହାକୁ ନେଇ କେନ୍ଦ୍ର କର୍ମଚାରୀ ଖୁସି ନ ଥିଲେ।  ବିରୋଧ ଉଠିଥିଲା।   ଏହାକୁ ଦୃଷ୍ଟିରେ ରଖି ଏହାର ସଂଶୋଧନ ପାଇଁ ସରକାର ନାକ୍‌ କମିଟି ଗଠନ କରିଥିଲେ। ସର୍ବନିମ୍ନ ବେସିକ୍‌ ପେ ୧୮ ହଜାର ନୁହେଁ ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇଁ ଦାବି ହୋଇଥିଲା। ହେଲେ ଏହାକୁ ୨୧ ହଜାର ଟଙ୍କାରେ ସୀମିତ ରଖିବା ନେଇ ଏକ ପ୍ରକାର ସ୍ଥିର  ହୋଇଛି। ଅନ୍ୟପକ୍ଷରେ ବେସିକ ପେ’ ୧୮ ହଜାର ଟଙ୍କାରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ୨.୫୭ ଗୁଣା ହେଉଥିଲା ବେଳେ ଏବେ ଏହା ୩.୦ ଗୁଣା ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story