ଲିବ୍ୟା: ବୋଟ୍‌ ବୁଡି ୨୭ ମୃତ,୨୦ ନିଖୋଜ

ରୋମ: ଲିବ୍ୟାର ସାବାର୍ଥା ଉପକୂଳରେ ସୋମବାର ଏକ ବୋଟ ବୁଡି ଯିବାରୁ ୮ ଜଣ ଆଫ୍ରିକୀୟ ଶରଣାର୍ଥୀଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ବୋଟରେ ୧୧ଟି ଦେଶର ୧୦୮ରୁ ଅଧିକ ଶରଣାର୍ଥୀ କୁହାଯାଉଛି। ସେମାନେ ଲିବ୍ୟାରୁ ୟୁରୋପୀୟ ରାଷ୍ଟ୍ରକୁ ଆସୁଥିବା ବେଳେ ବୋଟ୍‌ଟି ବୁଡି ଯାଇଥିଲା। ଖବର ଲେଖାଯିବା ପ୍ରର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜରି ରହିଥିଲା।

libya-migrants

Rakesh Mallick
  • Published: Monday, 18 April 2016
  • , Updated: 04 May 2017, 03:44 PM IST

ରୋମ: ଲିବ୍ୟାର ସାବାର୍ଥା ଉପକୂଳରେ ସୋମବାର ଏକ ବୋଟ ବୁଡି ଯିବାରୁ ୮ ଜଣ ଆଫ୍ରିକୀୟ ଶରଣାର୍ଥୀଙ୍କ ସମେତ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଏବେ ବି ନିଖୋଜ ଅଛନ୍ତି।

ଏହି ବୋଟରେ ୧୧ଟି ଦେଶର ୧୦୮ରୁ ଅଧିକ ଶରଣାର୍ଥୀ କୁହାଯାଉଛି। ସେମାନେ ଲିବ୍ୟାରୁ ୟୁରୋପୀୟ ରାଷ୍ଟ୍ରକୁ ଆସୁଥିବା ବେଳେ ବୋଟ୍‌ଟି ବୁଡି ଯାଇଥିଲା। ଖବର ଲେଖାଯିବା ପ୍ରର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜରି ରହିଥିଲା।

Related story