୮ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ଲଗାଇଲା ଏନଆଇଏ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ପରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(ଏନଆଇଏ) ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିବା ୮ ଆତଙ୍କୀଙ୍କ ଫଟୋ ଜାରି କରିଛି। ଏହି ଆତଙ୍କୀକୁ ଧରାଇଦେବାରେ ସହାୟତା କରିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି। ଏନଆଇଏ ପକ୍ଷରୁ ଦିଲ୍ଲୀ ସହରର ଜନଗହଳି ସ୍ଥାନରେ ଥିବା ପାଚେରୀ କାନ୍ଥରେ ଏହି ୮ ଆତଙ୍କୀଙ୍କ ଫଟୋ ଲଗାଯାଇଛି। ଉକ୍ତ ଆତଙ୍କୀମାନେ ବିଜନୋର ବିସ୍ଫୋରଣରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ଦିଲ୍ଲୀ ପୋଲିସର […]

poster-

poster-

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 06:23 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ପରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି(ଏନଆଇଏ) ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ଥିବା ୮ ଆତଙ୍କୀଙ୍କ ଫଟୋ ଜାରି କରିଛି। ଏହି ଆତଙ୍କୀକୁ ଧରାଇଦେବାରେ ସହାୟତା କରିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି।

ଏନଆଇଏ ପକ୍ଷରୁ ଦିଲ୍ଲୀ ସହରର ଜନଗହଳି ସ୍ଥାନରେ ଥିବା ପାଚେରୀ କାନ୍ଥରେ ଏହି ୮ ଆତଙ୍କୀଙ୍କ ଫଟୋ ଲଗାଯାଇଛି। ଉକ୍ତ ଆତଙ୍କୀମାନେ ବିଜନୋର ବିସ୍ଫୋରଣରେ ସାମିଲ ଥିବା ଅଭିଯୋଗ ହୋଇଥିଲା।

ଏହାପୂର୍ବରୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଇଣ୍ଡିଆନ୍ ମୁଜାହିଦ୍ଦିନର ୩ ଆତଙ୍କୀଙ୍କ ଫୋଟ ସାମ୍ମାକୁ ଆଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story