ତୁର୍କୀ: ଆଇଏସ ଆତଙ୍କୀ-ପୋଲିସ ଗୁଳି ବିନିମୟ, ୯ ମୃତ

ଦିଆରବକୀର(ତୁର୍କୀ): ତୁର୍କୀର ଦିଆରବକୀର ସହରରେ ପୋଲିସ ଓ ସନ୍ଧିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ପୋଲିସ କର୍ମଚାରୀଙ୍କ ସମେତ ୭ଜଣ ସନ୍ଧିଗ୍ଧ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଆତଙ୍କୀମାନେ ଆଇଏସ ସଂଗଠନର ବୋଲି ଅନୁମାନ କରାଯାଉଛି । ଅକ୍ଟୋବର ୧୦ରେ ଆଙ୍କରାରେ ଆଇଏସ ଆତଙ୍କୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣରେ ସାମିଲ ଥିବା ଆତଙ୍କୀ ଏହି ସହରରେ ଛପି ଥିବା ତୁର୍କୀ ଗୁଇନ୍ଦା ବିଭାଗ ପାଖରୁ ଖବର ପାଇଥିଲା ପୋଲିସ। ଏହାପରେ ପୋଲିସ ଆଇଏସ ଆତଙ୍କୀ ଲୁଚି […]

isis

isis

Rakesh Mallick
  • Published: Monday, 26 October 2015
  • Updated: 04 May 2017, 03:44 PM IST

Sports

Latest News

ଦିଆରବକୀର(ତୁର୍କୀ): ତୁର୍କୀର ଦିଆରବକୀର ସହରରେ ପୋଲିସ ଓ ସନ୍ଧିଗ୍ଧ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୨ ପୋଲିସ କର୍ମଚାରୀଙ୍କ ସମେତ ୭ଜଣ ସନ୍ଧିଗ୍ଧ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଆତଙ୍କୀମାନେ ଆଇଏସ ସଂଗଠନର ବୋଲି ଅନୁମାନ କରାଯାଉଛି ।

ଅକ୍ଟୋବର ୧୦ରେ ଆଙ୍କରାରେ ଆଇଏସ ଆତଙ୍କୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣରେ ସାମିଲ ଥିବା ଆତଙ୍କୀ ଏହି ସହରରେ ଛପି ଥିବା ତୁର୍କୀ ଗୁଇନ୍ଦା ବିଭାଗ ପାଖରୁ ଖବର ପାଇଥିଲା ପୋଲିସ। ଏହାପରେ ପୋଲିସ ଆଇଏସ ଆତଙ୍କୀ ଲୁଚି ଥିବା ସ୍ଥାନରେ ଚଢାଉ କରିଥିଲା। ପୋଲିସ ଚଢାଉ ନେଇ ପୂର୍ବରୁ ଆଇଏସ ଆତଙ୍କୀମାନେ ଖବର ପାଇଯାଇଥିଲେ। ପୋଲିସ ଚଢାଉ କରିବା ସମୟରେ ଆତଙ୍କୀମାନେ ଗୁଳିମାଡ ଆରମ୍ଭ କରିଦେଥିଲେ । ଫଳରେ ଦୀର୍ଘ ସମୟ ଧରି ପୋଲିସ ଓ ସନ୍ଧିଗ୍ଧ ଆଇଏସ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସୂଚନାଯୋଗ୍ୟ ଅକ୍ଟୋବର ୧୦ ଆଙ୍କରା ବୋମା ବିସ୍ଫୋରଣରେ ୧୦୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ସାଧାରଣ ଲୋକ ଗୁରୁତର ଆହତ ହୋଇଥିଲେ। ତୁର୍କୀରେ ହେବାକୁ ଥିବା ନିର୍ବାଚନ ପାଇଁ ଆଉ ୬ ଦିନ ବାକିଥିବା ବେଳେ ଏହିଭଳି ଗୁଳିକାଣ୍ଡ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story