ଏମିତି ଆମ ଡାକ୍ତର! ୯ ବର୍ଷୀୟ କ୍ୟାନସର ପୀଡ଼ିତଙ୍କୁ ଦେଇ ଦେଲେ ଏଚ୍‌ଆଇଭି ପଜିଟିଭ ରକ୍ତ!

ତିରୁଅନନ୍ତପୁରମ: କେରଳର ତିରୁଅନନ୍ତପୁରମ୍‌ରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ୯ବର୍ଷର ଜଣେ ଝିଅର ରକ୍ତ ନମୁନା ପରୀକ୍ଷାରୁ ଏଚ୍‌ଆଇଭି ପଜିଟିଭ୍ ବାହାରିଛି। ଶିଶୁଟିକୁ କ୍ୟାନସର ହୋଇଥିବାରୁ ତା’ର ଚିକିତ୍ସା ଚାଲିଥିଲା। ପୂରା ଘଟଣାଟି ଏମିତି। ତିରୁଅନନ୍ତପୁରମରେ ରହୁଥିବା ୯ବର୍ଷର ଜଣେ ଝିଅକୁ କ୍ୟାନସର ହୋଇଛି। ତିରୁଅନନ୍ତପୁରମ ଆଞ୍ଚଳିକ କର୍କଟ କେନ୍ଦ୍ରରେ ତାର ଚିକିତ୍ସା ଚାଲିଛି। ମାର୍ଚ୍ଚ ମାସରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ମାସରେ ଡାକ୍ତର ଶିଶୁଟିର ରକ୍ତ ପରୀକ୍ଷା କରିଥିଲେ। […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 03:11 PM IST

Sports

Latest News

ତିରୁଅନନ୍ତପୁରମ: କେରଳର ତିରୁଅନନ୍ତପୁରମ୍‌ରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ୯ବର୍ଷର ଜଣେ ଝିଅର ରକ୍ତ ନମୁନା ପରୀକ୍ଷାରୁ ଏଚ୍‌ଆଇଭି ପଜିଟିଭ୍ ବାହାରିଛି। ଶିଶୁଟିକୁ କ୍ୟାନସର ହୋଇଥିବାରୁ ତା’ର ଚିକିତ୍ସା ଚାଲିଥିଲା।

ପୂରା ଘଟଣାଟି ଏମିତି। ତିରୁଅନନ୍ତପୁରମରେ ରହୁଥିବା ୯ବର୍ଷର ଜଣେ ଝିଅକୁ କ୍ୟାନସର ହୋଇଛି। ତିରୁଅନନ୍ତପୁରମ ଆଞ୍ଚଳିକ କର୍କଟ କେନ୍ଦ୍ରରେ ତାର ଚିକିତ୍ସା ଚାଲିଛି। ମାର୍ଚ୍ଚ ମାସରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ମାସରେ ଡାକ୍ତର ଶିଶୁଟିର ରକ୍ତ ପରୀକ୍ଷା କରିଥିଲେ। ରକ୍ତ ପରୀକ୍ଷାରୁ ସେ ଏଚ୍‌ଆଇଭି ପଜିଟିଭ ଆକ୍ରାନ୍ତ ଥିବା ଜଣାପଡ଼ିଲା।

ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ପାଲ ସବାଷ୍ଟିନ୍‌ କହିଛନ୍ତି,“କ୍ୟାନସର ଚିକିତ୍ସା ପାଇଁ  ଝିଅଟିକୁ ପ୍ରାୟ ୪୯ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ଯେଉଁମାନେ ତାକୁ ରକ୍ତ ଦେଇଥିଲେ ସେମାନଙ୍କର ରକ୍ତ  ପରୀକ୍ଷା କରାଯାଇଥିଲା। ସେମାନଙ୍କ ଭିତରରୁ କେହି ଏଚଆଇଭି ପଜିଟିଭ୍ ଆକ୍ରାନ୍ତ ନଥିଲେ। ତେବେ ଏହା ସମ୍ଭବ ହୋଇପାରେ ଯେ ସେମାନଙ୍କ ଭିତରୁ କେହି ଏଡ୍‌ସର ଶିକାର ହୋଇପାରିଥାଆନ୍ତି। କାରଣ ଏଚ୍‌ଆଇଭି ପଜିଟିଭ୍ ଟେଷ୍ଟ ବାହାରିବା ପାଇଁ ଏକରୁ ତିନି ମାସ ସମୟ ଲାଗିଯାଇଥାଏ।”

‘ଇଣ୍ଡିଆ ସ୍ପେଣ୍ଡ’ ପକ୍ଷରୁ ଆର୍‌ଟିଆଇ ତଥ୍ୟ ଆଧାରରେ ପ୍ରକାଶିତ କରାଯାଇଥିବା ଏକ ରିପୋର୍ଟ ପଢ଼ି ଆପଣ ଚକିତ ହୋଇଯିବେ। ଏହି ତଥ୍ୟ ମୁତାବକ ଗତ ସାତ ବର୍ଷରେ ଭାରତରେ ଏମିତି ଭାବେ ୧୪,୪୭୪ଟି ଏଚ୍‌ଆଇଭି ପଜିଟିଭ୍‌ ମାମଲା ସାମ୍ନାକୁ ଆସଛି। ଅର୍ଥାତ ସଂକ୍ରମିତ ରକ୍ତ ନେଇ ଏମାନେ ଏଚ୍‌ଆଇଭି ପଜିଟିଭ୍‌ର ଶିକାର ହୋଇଛନ୍ତି।

.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story