ୱାଶିଂଟନ୍: ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୪ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ୱର୧୧ରେ ଆତଙ୍କବାଦୀ ସଂଗଠନ ଅଲକାଏଦାର ବିମାନ ମାଡରେ ଟୁଇନ୍ ଟାୱାର ଓ ପେଣ୍ଟାଗନ୍ ଧ୍ୱଂସ ହୋଇଥିଲା । ମାତ୍ର କେଇ ମିନିଟ୍ ଭିତରେ ପ୍ରାୟ ୩ ହଜାର ନିରୀହ ଲୋକଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପଛରେ ମାଷ୍ଟର ମାଇଣ୍ଡ ଥିଲା ଅଲକାଏଦାର ମୁଖ୍ୟ ଓସମାବିନ୍ ଲାଦେନ୍। ଏହି ଆକ୍ରମଣ ପରେ ଲାଦେନ୍ ଆମେରିକାକୁ କିଛି ବର୍ଷ ଧରି ଚଖମା ଦେଇ ଚାଲିଲା। ଲାଦେନକୁ ଧରିବା ସମ୍ଭବ ନ ହେଲେ ମଧ୍ୟ ବର୍ଷ ବର୍ଷ ଧରି ଆମେରିକା ଚଳାଇଥିଲା ଯୋଜନା।
ମେ’ ୨୦୧୧। ବିଶ୍ୱ ଆତଙ୍କବାଦରେ ଗୋଟିଏ ଯୁଗର ପରିସମାପ୍ତି ଘଟାଇବାକୁ ଆମେରିକା କଲା ଅପରେସନ୍। ପାକିସ୍ତାନରେ ଲୁଚି ରହିଥିବା ଲାଦେନ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଲା। ଫଳରେ ଆଶ୍ୱସ୍ତ ହେଲା ଆମେରିକା। ଆଶ୍ୱସ୍ତ ହେଲା ସାରା ବିଶ୍ୱ। ଆଉ ଆତଙ୍କବାଦ ବିରୋଧୀ ଅଭିଯାନରେ ଆମେରିକାକୁ ମିଳିଲା ବଡ ସଫଳତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।