ମଝି ଦରିଆରେ ଜଳିଗଲା ଜାହାଜ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ମଝି ଦରିଆରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଜାହାଜ। ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯେ, ନିଆଁ ଆୟତ୍ତ କରିବାକୁ କେହି ବି ସାହସ କରିପାରୁ ନାହାନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମର ପାମ୍ବନ ଉପକୂଳରେ। ଆଜି ସକାଳୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଏକ ମାଛଧରା ବୋଟରେ ହଠାତ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ହୋଇଥିଲା ଯେ, ତାକୁ ଦେଖି ମତ୍ସଜୀବୀମାନେ ଭୟବିତ […]

boat-caught-fire

boat-caught-fire

Madhupriya Mistry
  • Published: Saturday, 23 January 2021
  • Updated: 23 January 2021, 12:24 PM IST

Sports

Latest News

ଚେନ୍ନାଇ: ମଝି ଦରିଆରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଜାହାଜ। ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯେ, ନିଆଁ ଆୟତ୍ତ କରିବାକୁ କେହି ବି ସାହସ କରିପାରୁ ନାହାନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମର ପାମ୍ବନ ଉପକୂଳରେ।

ଆଜି ସକାଳୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଏକ ମାଛଧରା ବୋଟରେ ହଠାତ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ହୋଇଥିଲା ଯେ, ତାକୁ ଦେଖି ମତ୍ସଜୀବୀମାନେ ଭୟବିତ ହୋଇ ଯାଇଥିଲେ। ବେଶ କିଛି ଘଣ୍ଟା ଜଳିବା ପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଣ୍ଟାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ, ନିଆଁ ଲିଭିବା ବେଳକୁ ବୋଟଟି ଜଳିପୋଡି ପାଉଁଶ ହୋଯାଇଥିବା ଦେଖିବାକୁ ମିଳିଛି।  ସେପଟେ ସୌଭାଗ୍ୟବଶତଃ ଡଙ୍ଗାରେ ନିଆଁ ଲାଗିବା ପରେ ତତକ୍ଷଣାତ୍ ମତ୍ସଜୀବୀ ମାନେ ସେଠୁ ଖସି ପଲାଇବାରେ ସକ୍ଷମ ହୋଇଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।  ତେବେ ବୋଟରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଜାହାଜରେ ଥିବା  ଡିଜେଲରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story