ଗଣମାଧ୍ୟମ ସର୍ଭେ: ଏବେ ଦେଶରେ ନିର୍ବାଚନ ହେଲେ ଏନ୍‌ଡିଏକୁ ୩୪୯ ସିଟ୍, ୟୁପିଏକୁ ୭୫,ମୋଦି ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଆଗରେ ସମସ୍ତ ବିରୋଧୀ ଚିତ୍‌। ଦିନକୁ ଦିନ ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି। ଆଜତକ୍‌ ଓ ଇଣ୍ଡିଆ ଟୁଡ଼େର ମିଳିତ ସର୍ଭେରେ ଜଣା ପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବେ ଦେଶର ଅପ୍ରତିଦ୍ୱନ୍ଦ୍ୱୀ ନେତା। ଏହି ସର୍ଭେରେ କୁହାଯାଇଛି ଯଦି ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ହୁଏ ତେବେ ଏନ୍‌ଡିଏକୁ ମିଳିବ ୩୪୯ ସିଟ୍‌, ୟୁପିଏକୁ ୭୫ ଓ ଅନ୍ୟ ଦଳକୁ ୧୧୯ ସିଟ୍‌ ମିଳିବ। ଏହାସହ ଏନ୍‌ଡିଏକୁ […]

modia

modia

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 11:04 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଆଗରେ ସମସ୍ତ ବିରୋଧୀ ଚିତ୍‌। ଦିନକୁ ଦିନ ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି। ଆଜତକ୍‌ ଓ ଇଣ୍ଡିଆ ଟୁଡ଼େର ମିଳିତ ସର୍ଭେରେ ଜଣା ପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଏବେ ଦେଶର ଅପ୍ରତିଦ୍ୱନ୍ଦ୍ୱୀ ନେତା। ଏହି ସର୍ଭେରେ କୁହାଯାଇଛି ଯଦି ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ହୁଏ ତେବେ ଏନ୍‌ଡିଏକୁ ମିଳିବ ୩୪୯ ସିଟ୍‌, ୟୁପିଏକୁ ୭୫ ଓ ଅନ୍ୟ ଦଳକୁ ୧୧୯ ସିଟ୍‌ ମିଳିବ। ଏହାସହ ଏନ୍‌ଡିଏକୁ ୪୨ ପ୍ରତିଶତ ୟୁପିଏକୁ ୨୮ ପ୍ରତିଶତ ଭୋଟ୍‌ ମିଳିବ। ଯେଉଁଥିରେ ବିଜେପି ଏକାକି ୨୯୮ ସିଟ୍ ପାଉଥିବା ବେଳେ କଂଗ୍ରେସ ମାତ୍ର ୪୭ ସିଟ୍‌ରେ ସିମିତ ରହିବ ବୋଲି ସର୍ଭେ କହିଛି। ଏହି ସର୍ଭରେ ଭାରତର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ଇନ୍ଦିରା ଗାନ୍ଧି ଅଛନ୍ତି। ଇନ୍ଦିରା ଗାନ୍ଧିଙ୍କ ଠାରୁ ମୋଦି ୧୬ ପ୍ରତିଶତ ଅଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ବୋଲି ସର୍ଭେରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story