ପରାଜୟକୁ କୋର୍ଟରେ ଚ୍ୟାଲେଞ୍ଜ କଲେ ଆପ୍‌ ନେତା

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ରମେଶ ବିଦହୁରୀଙ୍କ ଠାରୁ ପରାସ୍ତ ହୋଇଥିବା ଆପ୍‌ ନେତା ରାଘବ ଚଡ୍ଡା ନିର୍ବାଚନ ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଘବ ଦକ୍ଷିଣ ଦିଲ୍ଲୀରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଛି। ଏବେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରମେଶଙ୍କ ବିଜୟ ଘୋଷଣାକୁ ଖାରଜ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ରମେଶ ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ। ଏକ ବିବାଦୀୟ ବୟାନ […]

qws

qws

Hemant Lenka
  • Published: Thursday, 04 July 2019
  • Updated: 04 July 2019, 05:47 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ରମେଶ ବିଦହୁରୀଙ୍କ ଠାରୁ ପରାସ୍ତ ହୋଇଥିବା ଆପ୍‌ ନେତା ରାଘବ ଚଡ୍ଡା ନିର୍ବାଚନ ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଘବ ଦକ୍ଷିଣ ଦିଲ୍ଲୀରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ତାଙ୍କୁ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଛି। ଏବେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରମେଶଙ୍କ ବିଜୟ ଘୋଷଣାକୁ ଖାରଜ କରିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ରମେଶ ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ। ଏକ ବିବାଦୀୟ ବୟାନ ପାଇଁ ତାଙ୍କ ନାଁରେ ବିହାରରେ ଏକ ଏଫ୍‌ଆଇଆର ହୋଇଛି। ଏକଥା ସେ ସତ୍ୟପାଠରେ ଦେଇ ନଥିଲେ। ତେଣୁ ତାଙ୍କ ବିଜୟକୁ ରଦ୍ଦ କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story