ଦିଲ୍ଲୀ ବିମାନ ବନ୍ଦରରେ କଲାମଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁବାର ଶେଷକୃତ୍ୟ 

ନୂଆଦିଲ୍ଲୀ:   ଦିଲ୍ଲୀରେ ପହଞ୍ଚିଲା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ପାର୍ଥିବ ଶରୀର । କାଲାମଙ୍କ ମରଶରୀରକୁ ଧରି ଆସୁଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ  ଆଜି ଦିନ ୧୨ଟା ୧୫ ମିନିଟରେ ପାଲମ ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ହମିଦ ଅନସାରୀ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତିନି ସେନାର ମୁଖ୍ୟ […]

panaba mukhagi

panaba mukhagi

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 10:06 AM IST

ନୂଆଦିଲ୍ଲୀ:   ଦିଲ୍ଲୀରେ ପହଞ୍ଚିଲା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ପାର୍ଥିବ ଶରୀର । କାଲାମଙ୍କ ମରଶରୀରକୁ ଧରି ଆସୁଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ  ଆଜି ଦିନ ୧୨ଟା ୧୫ ମିନିଟରେ ପାଲମ ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ହମିଦ ଅନସାରୀ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।apj update

ତିନି ସେନାର ମୁଖ୍ୟ ମଧ୍ୟ ଗାର୍ଡ ଅଫ୍ ଅନର୍ ଦେଇଥିଲେ । ବିମାନବନ୍ଦରରୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ପାର୍ଥୀବ ଶରୀରକୁ କଲାମଙ୍କ ସରକାରୀ  ବାସଭବନ ୧୦ ରାଜାଜୀ ମାର୍ଗକୁ ନିଆଯିବ । ସେଠାରେ  ସାଧାରଣ ଜନତା ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ତାଙ୍କ ଶେଷ ଦର୍ଶନ କରିପାରିବେ ବୋଲି ଜଣାପଡିଛି । କଲାମଙ୍କ ବିୟୋଗରେ ଦେଶ ବ୍ୟାପୀ ଶୋକ ଦେଖାଯାଇଛି । ଆଜି କେନ୍ଦ୍ର କ୍ୟାବିନେଟର ଏକ ସ୍ୱତନ୍ତ୍ର ବୈଠକ ବସି କଲାମଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କଲାମଙ୍କ ଜନ୍ମମାଟି ତାମିଲନାଡୁର ରାମେଶ୍ୱରମରେ ଗୁରୁବାର ଦିନ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି। ଏହି ସୂଚନା ଦେଇଛନ୍ତି କଲାମଙ୍କ ସମ୍ପକୀୟ । ଆଇ.ଆଇ.ଏମ୍. ସିଲଂରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଉଥିବା ସମୟରେ ସେ ହଠାତ ସଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା କଲାମଙ୍କ ବିୟୋଗରେ ଦେଶ ବ୍ୟାପୀ ଶୋକ ଦେଖାଯାଇଛି। ଆଜି କେନ୍ଦ୍ର କ୍ୟାବିନେଟର ଏକ ସ୍ୱତନ୍ତ୍ର ବୈଠକ ବସି କଲାମଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ। ତେବେ କଲାମଙ୍କ ଜନ୍ମମାଟି ତାମିଲନାଡୁର ରାମେଶ୍ୱରମରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story