ବିମାନ ଆକ୍ରମଣରେ ବାଗ୍‌ଦାଦୀ ଗୁରୁତର

ବାଗ୍‌ଦାଦ୍‌: ସିରିଆ-ଇରାକ୍‌ ସୀମାରେ ଆମେରିକାର ବିମାନ ଆକ୍ରମଣରେ ଆଇଏସ୍‌ ମୁଖ୍ୟ ଆବୁ ବକର ଅଲ୍‌-ବାଗ୍‌ଦାଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।  ସିରିଆ ସୀମାରେ ଏକ ଗୁପ୍ତ ସ୍ଥାନରେ ଅଲ୍‌ ବାଗ୍‌ଦାଦୀ ସହ ଆଏଓର ଏକାଧିକ କମାଣ୍ଡର ଲୁଚିଥିବା ଖବର ମିଳିବା ପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ କରାଯିବାରୁ ଏମାନେ କ୍ଷତାକ୍ତ ହୋଇଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ରିପୋର୍ଟକୁ ଅପେକ୍ଷା କରାଯାଇଛି।

Abu-Bakr-al-Baghda

Abu-Bakr-al-Baghda

Rakesh Mallick
  • Published: Friday, 10 June 2016
  • Updated: 04 May 2017, 03:44 PM IST

Sports

Latest News

ବାଗ୍‌ଦାଦ୍‌: ସିରିଆ-ଇରାକ୍‌ ସୀମାରେ ଆମେରିକାର ବିମାନ ଆକ୍ରମଣରେ ଆଇଏସ୍‌ ମୁଖ୍ୟ ଆବୁ ବକର ଅଲ୍‌-ବାଗ୍‌ଦାଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

 ସିରିଆ ସୀମାରେ ଏକ ଗୁପ୍ତ ସ୍ଥାନରେ ଅଲ୍‌ ବାଗ୍‌ଦାଦୀ ସହ ଆଏଓର ଏକାଧିକ କମାଣ୍ଡର ଲୁଚିଥିବା ଖବର ମିଳିବା ପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ କରାଯିବାରୁ ଏମାନେ କ୍ଷତାକ୍ତ ହୋଇଛନ୍ତି।

କିନ୍ତୁ ଆମେରିକା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ରିପୋର୍ଟକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story