ଆବୁ ଧାବି: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆବୁ ଧାବିରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୟୁଏଇ ସରକାର ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଆସିଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ୟୁଏଇରେ ୨.୬ ନିୟୁତ ଭାରତୀୟ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ବଡ଼ ବଡ଼ ପଦପଦବୀରେ ଅବସ୍ଥାପିତ। ସେହିପରି ୟୁଏଇର ମୋଟ ଜନସଂଖ୍ୟାର ୩୦ ପ୍ରତିଶତ ହେଉଛନ୍ତି ଭାରତୀୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'୨୦୨୬ ସୁଦ୍ଧା ଶେଷ ହେବ ନକ୍ସଲବାଦ'
ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ବିଲୋପ ଘଟିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।
National
'ବେଙ୍ଗାଲୁରୁର ଏ ଅଞ୍ଚଳ ପାକିସ୍ତାନ ପରି', କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନିକଟରେ ଅଦାଲତରେ ଏକ ଶୁଣାଣି ସମୟରେ ଜଷ୍ଟିସ ବେଦଭ୍ୟାସାଚାର୍ଯ୍ୟ ଶ୍ରୀଶାନନ୍ଦ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଛନ୍ତି।
National
ଜେଡିୟୁ ନେତ୍ରୀଙ୍କୁ ପ୍ରବଳ ପିଟିଲେ ସହଯୋଗୀ, ପିନ୍ଧାଇଲେ ଚପଲ ମାଳ
ଦଳୀୟ କନ୍ଦଳ ସାଂଘାତିକ ରୂପ ନେବାରୁ ମହିଳା ନେତ୍ରୀଙ୍କୁ ଦଳର କିଛି କର୍ମୀ ପ୍ରବଳ ପିଟିବା ସହ ଚପଲ ମାଳ ପିନ୍ଧାଇବାକୁ ପଛାଇ ନାହାନ୍ତି।
National
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ବାଣ ନିଆଁ ପଡ଼ି ୧୦ ମହିଳା ଗୁରୁତର
ବିସର୍ଜନ ବେଳେ ପ୍ରବଳ ଗହଳି ହୋଇଥିବା ବେଳେ ଫୁଟୁଥିଲା ବାଣ। ମାତ୍ର ବାଣର ନିଆଁ ଭିଡ଼ ଉପରେ ପଡ଼ିବାରୁ ପ୍ରାୟ ୧୦ ମହିଳାଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ଜଣାଯାଇଛି।
National
ହରିୟାଣା ନିର୍ବାଚନ: ଗୋଟିଏ ଦିନରେ ୨ କୋଟି ୮୪ ଲକ୍ଷ କ୍ୟାସ୍ ଜବତ
ବିଭିନ୍ନ ସ୍ଥାନରେ ପୁଲିସ୍ ଚେକିଂ ଅଭିଯାନ ଚାଲୁ ରଖିଥିବା ବେଳେ ଗତକାଲି ବିପୁଳ ପରିମାଣର ଟଙ୍କା ଜବତ କରିଛି।