ନୂଆଦିଲ୍ଲୀ: ଏସିଡ୍ ଆକ୍ରମଣରେ ଆହତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ, ସେମାନଙ୍କ ଥଇଥାନ ସମେତ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୋର୍ଟ କହିଛନ୍ତି। ବିହାରରେ ଘଟିଥିବା ଏକ ଏସିଡ୍ ଆକ୍ରମଣ ମାମଲାର ବିଚାର କରି ଜଷ୍ଟିସ ଏମ୍. ୱାଇ. ଇକବାଲ ଓ ଜଷ୍ଟିସ୍ ସି. ନାଗପ୍ପାନଙ୍କ ବେଞ୍ଚ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାରେ ପୀଡ଼ିତଙ୍କ ଅସ୍ତ୍ରୋପଚାର ଖର୍ଚ୍ଚ ବହନ ସମେତ ମାଗଣାରେ ଚିକିତ୍ସା ଓ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ବିହାର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସେନା ପ୍ରତ୍ୟାହାର ପରେ LACରେ ପ୍ରଥମଥର ପାଇଁ ପାଟ୍ରୋଲିଂ କଲେ ଭାରତ ଓ ଚାଇନା
ପାଟ୍ରୋଲିଂ ପୂର୍ବରୁ ଉଭୟ ଦେଶର ସ୍ଥାନୀୟ କମାଣ୍ଡରମାନେ ପରସ୍ପର ସହ ଆଲୋଚନା କରିଥିଲେ। ସେମାନେ ନିୟମ ପ୍ରଣୟନ କରିବା ପରେ ସେହି ଅନୁସାରେ ପାଟ୍ରୋଲିଂ କରାଯାଇଛି।
National
ଗୁଇନ୍ଦା ବିଭାଗର ବଡ଼ ସୂଚନା: ଜମ୍ମୁ-କଶ୍ମୀରରେ ସକ୍ରିୟ ଅଛନ୍ତି ୧୧୯ ଜଣ ଆତଙ୍କବାଦୀ
ଏହି ତଥ୍ୟ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।
National
ଏନକାଉଣ୍ଟର ପରେ ୩ ମହିଳା ଓ ୩ ପିଲା ନିଖୋଜ
ଆସାମ ରାଇଫଲ, ବିଏସଏଫ ଓ ସିଆରପିଏଫ ସକ୍ରିୟ ଭାବେ ସର୍ଚ୍ଚ ଅପରେସନରେ ଲାଗି ପଡ଼ିଛନ୍ତି। ଅପରେସନ ବେଳେ ଯଦି ସୁରକ୍ଷାକର୍ମୀ କୌଣସି ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।
Viral
ରିଲ୍ସ ପାଇଁ ରେଳ ଟ୍ରାକରେ ଚଳାଉଥିଲେ ଥାର୍: ହଠାତ୍ ମାଡ଼ି ଆସିଲା ଟ୍ରେନ, ଦେଖନ୍ତୁ ଭିଡିଓ
ଜଣେ ଯୁବକ ନିଜର ମହିନ୍ଦ୍ରା ଥାର ଗାଡ଼ିକୁ ରେଳ ଧାରଣା ଉପରେ ଚଳାଉଥିଲେ। କିନ୍ତୁ ଠିକଣା ସମୟରେ ଥାର ଟ୍ରାକରେ ଫସି ଯାଇଥିଲା ଓ ସେହି ସମୟରେ ଗୋଟିଏ ଟ୍ରେନ ଟ୍ରାକରେ ଆସି ଯାଇଥିଲା।
Guest Column
ବାଟରେ ଇଭି ଚାର୍ଜିଂ ନିମନ୍ତେ ମାର୍ଗଦର୍ଶିକା
ଏକ ମଜଭୁତ ଇ.ଭି. ଚାର୍ଜିଂ ନେଟୱାର୍କର ନିର୍ମାଣ କେବଳ ଲୋକମାନଙ୍କ ସୁବିଧା ନିମନ୍ତେ ନୁହେଁ, ଅପରନ୍ତୁ ଶକ୍ତି, ସୁରକ୍ଷା, ନବୀକରଣ ଶକ୍ତିର ଲାଭ ଉଠାଇବା ଏବଂ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ଦିଗରେ ମଧ୍ୟ ସମ ପରିମାଣରେ ମହତ୍ୱପୂର୍ଣ୍ଣ। ଏଭଳି ବିକାଶ ଦ୍ୱାରା ନୂତନ ଉଦ୍ୟୋଗ ସୃଜନ, ରୋଜଗାର ସୃଷ୍ଟି କରିବା ଏବଂ ନବୀକରଣ ଶକ୍ତି, ବ୍ୟାଟେରୀ ପ୍ରଯୁକ୍ତି ଏବଂ ସ୍ମାର୍ଟ ଗ୍ରୀଡ୍ ବ୍ୟବସ୍ଥାରେ ନବାଚାରକୁ ବୃଦ୍ଧି କରିବାର ସମ୍ଭାବନା ରହିଛି।