ଶତ୍ରୁଘ୍ନ ସିହ୍ନାଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିଜେପିରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବାରମ୍ବାର ସମାଲୋଚନା କରିଆସୁଥିବା ଅଭିନେତା-ନେତା ଶତ୍ରୁଘ୍ନ ସିହ୍ନା ଏବେ ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣର ଉଚ୍ଚ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ବିରୋଧ କରି ଦଳ ଛାଡ଼ିବା ସହ କଂଗ୍ରେସରେ ଯୋଗଦେବା ପରେ ତାଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ରବିବାର ଏକ ଟ୍ୱିଟ୍‌ରେ କହିଥିଲେ, “ଯିଏ ଯାହା ତାକୁ ସେୟା କହି ହୁଏତ ମୁଁ ପ୍ରସିଦ୍ଧି ପାଇଥାଇପାରେ ବା ବଦନାମ ହୋଇଥାଇପାରେ। କିନ୍ତୁ […]

satru

satru

Subrat Kumar Nayak
  • Published: Sunday, 18 August 2019
  • Updated: 18 August 2019, 03:56 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ବାରମ୍ବାର ସମାଲୋଚନା କରିଆସୁଥିବା ଅଭିନେତା-ନେତା ଶତ୍ରୁଘ୍ନ ସିହ୍ନା ଏବେ ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣର ଉଚ୍ଚ ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ବିରୋଧ କରି ଦଳ ଛାଡ଼ିବା ସହ କଂଗ୍ରେସରେ ଯୋଗଦେବା ପରେ ତାଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେ ରବିବାର ଏକ ଟ୍ୱିଟ୍‌ରେ କହିଥିଲେ, “ଯିଏ ଯାହା ତାକୁ ସେୟା କହି ହୁଏତ ମୁଁ ପ୍ରସିଦ୍ଧି ପାଇଥାଇପାରେ ବା ବଦନାମ ହୋଇଥାଇପାରେ। କିନ୍ତୁ ମୋତେ ମାନିବାକୁ ହେବ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଦେଇଥିବା ଭାଷଣ ଅତି ସାହସିକ, ଗବେଷଣାଭିତ୍ତିକ ଏବଂ ଚିନ୍ତା ଉଦ୍ରେକକାରୀ ଥିଲା। ଦେଶ ଭୋଗୁଥିବା ପ୍ରମୁଖ ସମସ୍ୟାଗୁଡ଼ିକ ଏଥିରେ ସ୍ଥାନ ପାଇଥିଲା।”
https://twitter.com/ShatruganSinha/status/1162951703278211072
ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ ମଧ୍ୟ ମୋଦିଙ୍କ ସ୍ୱାଧୀନତା ଦିବସ ଅଭିଭାଷଣକୁ ପ୍ରଶଂସା କରିଥିଲେ। ସେ ମୋଦିଙ୍କ ଭାଷଣର ୩ଟି ପ୍ରସଙ୍ଗରେ ନିଜର ସହମତି ପ୍ରକାଶ କରିଥିଲେ। ଏହି ୩ଟି ପ୍ରସଙ୍ଗ ଥିଲା- ଛୋଟ ପରିବାର ଗଢ଼ିବା ଦେଶପ୍ରେମ, ପୁଞ୍ଜି ସୃଷ୍ଟିକାରୀଙ୍କୁ ସମ୍ମାନ ଦେବା ଏବଂ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର କମ୍‌ କରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story