ଅଭିନେତ୍ରୀ ବନି ରମ୍ୟାଙ୍କ ବିରୋଧରେ ରୁଜୁ ହୋଇପାରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ଉପରେ ବୟାନ ଦେଇ ବିବାଦରେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା କଂଗ୍ରେସର ୩୩ ବର୍ଷୀୟା ବନି ରମ୍ୟା। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା  ରୁଜୁ କରିବାକୁ କର୍ଣ୍ଣାଟକର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାବି କରାଯାଇଛି। ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ‘ପାକିସ୍ତାନ ଯିବା ନର୍କ ଗଲା ପରି ଅନୁଭବ ହୋଇଥିବା’ ବୟାନ୍‌ ଉପରେ ରମ୍ୟା କହିଥିଲେ ‘ପାକିସ୍ତାନରେ  ନର୍କ ନୁହେଁ, ସେଠାକାର ଲୋକମାନେ ଠିକ୍ ଆମ ପରି। ସେମାନେ  ଆମ ସହିତ ବହୁତ ଭଲ  ବ୍ୟବହାର କରିଥାଆନ୍ତି।’ ଏହାପରେ […]

ramya

ramya

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 02:15 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ଉପରେ ବୟାନ ଦେଇ ବିବାଦରେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା କଂଗ୍ରେସର ୩୩ ବର୍ଷୀୟା ବନି ରମ୍ୟା। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା  ରୁଜୁ କରିବାକୁ କର୍ଣ୍ଣାଟକର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାବି କରାଯାଇଛି।

ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ‘ପାକିସ୍ତାନ ଯିବା ନର୍କ ଗଲା ପରି ଅନୁଭବ ହୋଇଥିବା’ ବୟାନ୍‌ ଉପରେ ରମ୍ୟା କହିଥିଲେ ‘ପାକିସ୍ତାନରେ  ନର୍କ ନୁହେଁ, ସେଠାକାର ଲୋକମାନେ ଠିକ୍ ଆମ ପରି। ସେମାନେ  ଆମ ସହିତ ବହୁତ ଭଲ  ବ୍ୟବହାର କରିଥାଆନ୍ତି।’

ଏହାପରେ ରମ୍ୟା ସୋସିଆଲ୍ ମିଡିଆରେ ‘ରାଷ୍ଟ୍ର ବିରୋଧୀ’ ବୟାନ୍ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story