ଅଭିନେତ୍ରୀ ବନି ରମ୍ୟାଙ୍କ ବିରୋଧରେ ରୁଜୁ ହୋଇପାରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ଉପରେ ବୟାନ ଦେଇ ବିବାଦରେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା କଂଗ୍ରେସର ୩୩ ବର୍ଷୀୟା ବନି ରମ୍ୟା। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା  ରୁଜୁ କରିବାକୁ କର୍ଣ୍ଣାଟକର ମାଜିଷ୍ଟ୍ରେଟ୍‌ କୋର୍ଟରେ ଦାବି କରାଯାଇଛି।

ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ‘ପାକିସ୍ତାନ ଯିବା ନର୍କ ଗଲା ପରି ଅନୁଭବ ହୋଇଥିବା’ ବୟାନ୍‌ ଉପରେ ରମ୍ୟା କହିଥିଲେ ‘ପାକିସ୍ତାନରେ  ନର୍କ ନୁହେଁ, ସେଠାକାର ଲୋକମାନେ ଠିକ୍ ଆମ ପରି। ସେମାନେ  ଆମ ସହିତ ବହୁତ ଭଲ  ବ୍ୟବହାର କରିଥାଆନ୍ତି।’

ଏହାପରେ ରମ୍ୟା ସୋସିଆଲ୍ ମିଡିଆରେ ‘ରାଷ୍ଟ୍ର ବିରୋଧୀ’ ବୟାନ୍ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ

ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ସାମୟିକ ଋଣର ସୁଧ ହ୍ରାସ କଲା ଏସବିଆଇ

ମୃତ୍ୟୁର ଭୟରେ ଟିଭି ଷ୍ଟୁଡିଓରେ ଆତ୍ମସମର୍ପଣ କରିବ ବିକାଶ ଦୁବେ!

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟର

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩୪ଟି ଦମକଳ

ପଙ୍ଗୋଙ୍ଗ ହ୍ରଦରୁ ଯବାନଙ୍କ ସଂଖ୍ୟା ହ୍ରାସ କଲା ଚାଇନା, କିନ୍ତୁ…

ଫେସବୁକ ଓ ଇନଷ୍ଟାଗ୍ରାମ ଡିଲିଟ କରିବାକୁ ସେନାର ନିର୍ଦ୍ଦେଶ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆ ଛାତ୍ରଛାତ୍ରୀ ଭିସା ନିଷ୍ପତ୍ତିକୁ ବିରୋଧ, କାଠଗଡ଼ାରେ ଟ୍ରମ୍ପ ସରକାର