‘ପଦ୍ମାବତୀ’ ଡ଼ର ଘାରିଛି, ଆନ୍ତର୍ଜାତିକ ଉତ୍ସବରେ ଯୋଗଦେବାକୁ ମଙ୍ଗୁନାହାନ୍ତି ଦୀପିକା

ନୂଆଦିଲ୍ଲୀ: ବିବାଦ ଉଗ୍ର ହେଲାଣି। ‘ପଦ୍ମାବତୀ’ ପାଇଁ ବଢୁଛି ଅଡୁଆ। ହାଇଦ୍ରାବାଦରେ ଆସନ୍ତା ୨୮ ତାରିଖରେ ହେବାକୁ ଥିବା Global Entrepreneurship Summit (GES)ରେ  ଭାଗ ନେବା ପାଇଁ ନିଜ ନାଁ ପ୍ରତ୍ୟାହାର କରି ନେଇଛନ୍ତି ଦୀପିକା ପାଦୁକୋନ। ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେବେ।ତେବେ କେଉଁ କାରଣ ପାଇଁ ଦୀପିକା ଏଥିରୁ ଓହରି ଆସିଛନ୍ତି ତାହା ଜଣା ପଡ଼ିନାହିଁ। ଲାଗୁଛି ପଦ୍ମାବତୀକୁ ନେଇ […]

dd

dd

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 07:49 PM IST

Sports

Latest News

ନୂଆଦିଲ୍ଲୀ: ବିବାଦ ଉଗ୍ର ହେଲାଣି। ‘ପଦ୍ମାବତୀ’ ପାଇଁ ବଢୁଛି ଅଡୁଆ। ହାଇଦ୍ରାବାଦରେ ଆସନ୍ତା ୨୮ ତାରିଖରେ ହେବାକୁ ଥିବା Global Entrepreneurship Summit (GES)ରେ  ଭାଗ ନେବା ପାଇଁ ନିଜ ନାଁ ପ୍ରତ୍ୟାହାର କରି ନେଇଛନ୍ତି ଦୀପିକା ପାଦୁକୋନ। ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେବେ।ତେବେ କେଉଁ କାରଣ ପାଇଁ ଦୀପିକା ଏଥିରୁ ଓହରି ଆସିଛନ୍ତି ତାହା ଜଣା ପଡ଼ିନାହିଁ। ଲାଗୁଛି ପଦ୍ମାବତୀକୁ ନେଇ ଜାରି ରହିଥିବା ବିବାଦ ଏହାର ମୁଖ୍ୟ କାରଣ ।

ଭାରତ ଓ ଆମେରିକା ଦ୍ୱାରା ମିଳିତ ଭାବେ ଆୟୋଜତି ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଫିଲ୍ମ ଶିଳ୍ପ ସହ ଜଡିତ ଲୋକେ ଭାଗ ନେଉଛନ୍ତି। ଏହି ଉତ୍ସବରେ ଚଳଚ୍ଚିତ୍ର ଶିଳ୍ପ ଉପରେ ଦୀପିକା ନିଜର ବିଚାର ରଖିଥାଆନ୍ତେ।

ସୂଚନାଯାଗ୍ୟ, ପଦ୍ମାବତୀ ବିବାଦ ଲାଗି ବେଙ୍ଗଲୁରୁରେ ଦୀପିକାଙ୍କ ବାସଭବନକୁ ସୁରକ୍ଷା ଯୋଗାଇ ଦେଇଛନ୍ତି କର୍ଣ୍ଣାଟକ ସରକାର। ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଦୀପିକାଙ୍କୁ ଦିଆଯାଉଥିବା ଧମକକୁ ଅଭିନେତା କମଲ ହାସନ ବିରୋଧ କରିଛନ୍ତି। ସେ ଟ୍ୱିଟ୍ କରି ଦୀପିକାଙ୍କୁ ସମର୍ଥନ ଜଣାଇଛନ୍ତି। ଟ୍ୱିଟ୍‌ରେ ଲେଖିଛନ୍ତି, ଦୀପିକାଙ୍କ ମୁଣ୍ଡ ସୁରକ୍ଷିତ ରହିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story