ଯୋଗୀ ପାଳନ କରିବେ ଇତିହାସର ସବୁଠାରୁ ବଡ଼ ଦୀପାବଳି: ଲେଜର ଲାଇଟ୍‌ର ମାୟାଜାଲ ମନ ମୋହିବ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପାଳନ ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୀପାବଳି ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂରା ଅଯୋଧ୍ୟା ନଗରି ରଙ୍ଗିନ ଆଲୋକରେ ବଧୂ ବେଶରେ ସଜ୍ଜେଇ ହୋଇଛି। ଏପରି ଉତ୍ସବର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲାଗୁଛି ତ୍ରେତୟା ଯୁଗରେ ରାମ ବନବାସରୁ ଫେରିବା ପରେ ଯେପରି ଦୀପାବଳି ପାଳନ କରାଯାଇଥିଳା ଏଥର ତାହା ଦେଖିବାକୁ ପାଇବେ ଦେଶବାସୀ। ଆଜି ସରଜୁ ନଦୀର ରାପପିଣ୍ଡିରେ ଦୀପ ଉତ୍ସବ ପାଳନ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 01:11 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟାରେ ପାଳନ ହେବାକୁ ଯାଉଛି ଦେଶର ସବୁଠାରୁ ବଡ଼ ଦୀପାବଳି ଉତ୍ସବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂରା ଅଯୋଧ୍ୟା ନଗରି ରଙ୍ଗିନ ଆଲୋକରେ ବଧୂ ବେଶରେ ସଜ୍ଜେଇ ହୋଇଛି। ଏପରି ଉତ୍ସବର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲାଗୁଛି ତ୍ରେତୟା ଯୁଗରେ ରାମ ବନବାସରୁ ଫେରିବା ପରେ ଯେପରି ଦୀପାବଳି ପାଳନ କରାଯାଇଥିଳା ଏଥର ତାହା ଦେଖିବାକୁ ପାଇବେ ଦେଶବାସୀ।

ଆଜି ସରଜୁ ନଦୀର ରାପପିଣ୍ଡିରେ ଦୀପ ଉତ୍ସବ ପାଳନ କରାଯିବ। ତେବେ ଏହି ଉତ୍ସବରେ ଏକ ସ୍ୱତନ୍ତ୍ରତା ଦେଖିବାକୁ ମିଳିବ। ତ୍ରେତୟାରେ ରାମସୀତା ପୁଷ୍ପକ ବିମାନରେ ଆସିଥିଲେ। ଏବେ ହେଲିକପ୍ଟରରେ ଆସିବେ। ଯୋଗୀ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ପ୍ରଭୁ ରାମଙ୍କ ରାଜତିଲକ କରିବେ।

ସରଜୁ ଘାଟରେ ଜଳିବ ୨ ଲକ୍ଷ ଦୀପ

ଏହି ଅବସରରେ ସରଜୁ ଘାଟରେ ଜଳିବ ୨ ଲକ୍ଷ ଦୀପ। ଏହି ଦୀପ ବନାଇବାକୁ ଯୋଗୀ ସରକାରଙ୍କ ପକ୍ଷରୁ ୬୦ କୁମ୍ଭାର ପରିବାରଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ମନମୋହିବେ ବିଦେଶୀ କଳାକାର ଓ ଲେଜର ଲାଇଟ

ଏହି ଉତ୍ସବର ଅନ୍ୟତମ ଆକର୍ଷଣ ରହିବ ଲେଜର ଲାଟ୍‌ ଶୋ’। ରାମପିଣ୍ଡିରେ ଦୀପଦାନ ପରେ ଆରମ୍ଭ ହେବ ଆଲୋକର ଖେଳ। ରଙ୍ଗ ବେରଙ୍ଗ ଲାଇଟ୍‌ ସୃଷ୍ଟି କରିବ ମାୟାଜାଲ। ଏହାସହ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆକର୍ଷଣର କେନ୍ଦ୍ର ରହିବେ। ଥାଇଲ୍ୟାଣ୍ଡ ଓ ଶ୍ରୀଲଙ୍କାର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story