ଆଫଗାନିସ୍ତାନ: ସେନା ପ୍ରଶିକ୍ଷଣସ୍ଥଳୀରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

କାବୁଲ: ଆଫଗାନିସ୍ତାନର ପୂର୍ବରେ ଥିବା ଜଲାଲାବାଦ୍‌ ସହରରେ ସୋମବାର ଜଣେ ତାଲିବାନୀ ଆତଙ୍କବାଦୀର ଆତ୍ମଘାତି ବୋମା ବିସ୍ଫୋରଣରେ ୧୨ ଜଣ ପ୍ରଶିକ୍ଷଣକାରୀଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁଁ ୨୬ ପ୍ରଶିକ୍ଷଣକାରୀଙ୍କର ଗୁରୁତର ଆହତ ହୋଇଥିବା ବେଳେ ୩୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିଟକସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସେନା ପକ୍ଷରୁ କଡ଼ା ପ୍ରହରା ଦିଆଯିବା ସହ ଜାତୀୟ ରାଜପଥରେ ତଲାସୀ କରାଯାଉଛି।

afganstan

afganstan

Rakesh Mallick
  • Published: Monday, 11 April 2016
  • Updated: 04 May 2017, 03:44 PM IST

Sports

Latest News

କାବୁଲ: ଆଫଗାନିସ୍ତାନର ପୂର୍ବରେ ଥିବା ଜଲାଲାବାଦ୍‌ ସହରରେ ସୋମବାର ଜଣେ ତାଲିବାନୀ ଆତଙ୍କବାଦୀର ଆତ୍ମଘାତି ବୋମା ବିସ୍ଫୋରଣରେ ୧୨ ଜଣ ପ୍ରଶିକ୍ଷଣକାରୀଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁଁ ୨୬ ପ୍ରଶିକ୍ଷଣକାରୀଙ୍କର ଗୁରୁତର ଆହତ ହୋଇଥିବା ବେଳେ ୩୮ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ନିଟକସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ସେନା ପକ୍ଷରୁ କଡ଼ା ପ୍ରହରା ଦିଆଯିବା ସହ ଜାତୀୟ ରାଜପଥରେ ତଲାସୀ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story