ଆଫଗାନିସ୍ତାନ ସେନା କ୍ୟାମ୍ପରେ ଆତ୍ମଘାତି ବିସ୍ଫୋରଣ: ୪୩ ସୈନିକଙ୍କ ମୃତ୍ୟୁ

କାନ୍ଧାର: ଆଫଗାନିସ୍ତାନର କାନ୍ଧାରରେ ଥିବା ଏକ ସେନା କ୍ୟାମ୍ପ ଉପରେ ତାଲିବାନ ଆତଙ୍କବାଦୀମାନେ ଆତ୍ମଘାତି ଆକ୍ରମଣ କରିଛନ୍ତି। ଏଥିରେ ୪୩ ଜଣ ଆଫଗାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତାଲିବାନ ଆତଙ୍କବାଦୀ ୨ଟି ଗାଡିରେ ଆସି କ୍ୟାମ୍ପ ମଧ୍ୟକୁ ଧସେଇ ପଶିଥିଲେ। ଏହାପରେ ଦୁଇଟି ଯାକ ଗାଡି ବିସ୍ଫୋରଣରେ ଉଡି ଯାଇଥିଲା। କିଛିଦିନ ପୂର୍ବେ ଆଫଗାନିସ୍ତାନରେ ପୋଲିସ କର୍ମୀ ଓ ସେନାକୁ ଲକ୍ଷ୍ୟ କରି ଦୁଇଟି ଆତ୍ମଘାତି ବିସ୍ଫୋରଣ ଓ ଗୁଳିମାଡ଼ କରାଯାଇଥିଲା। ଏଥିରେ ୭୪ ଜଣଙ୍କ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 02:00 PM IST

Sports

Latest News

କାନ୍ଧାର: ଆଫଗାନିସ୍ତାନର କାନ୍ଧାରରେ ଥିବା ଏକ ସେନା କ୍ୟାମ୍ପ ଉପରେ ତାଲିବାନ ଆତଙ୍କବାଦୀମାନେ ଆତ୍ମଘାତି ଆକ୍ରମଣ କରିଛନ୍ତି। ଏଥିରେ ୪୩ ଜଣ ଆଫଗାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତାଲିବାନ ଆତଙ୍କବାଦୀ ୨ଟି ଗାଡିରେ ଆସି କ୍ୟାମ୍ପ ମଧ୍ୟକୁ ଧସେଇ ପଶିଥିଲେ। ଏହାପରେ ଦୁଇଟି ଯାକ ଗାଡି ବିସ୍ଫୋରଣରେ ଉଡି ଯାଇଥିଲା।

କିଛିଦିନ ପୂର୍ବେ ଆଫଗାନିସ୍ତାନରେ ପୋଲିସ କର୍ମୀ ଓ ସେନାକୁ ଲକ୍ଷ୍ୟ କରି ଦୁଇଟି ଆତ୍ମଘାତି ବିସ୍ଫୋରଣ ଓ ଗୁଳିମାଡ଼ କରାଯାଇଥିଲା। ଏଥିରେ ୭୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ରୁ ଅଧିକ ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story