ବାହରିନ୍‌ରୁ ମୁକ୍ତ ହେଲେ ୨୫୦ ଭାରତୀୟ ବନ୍ଦୀ

ମାନାମା: ମାନବିକତା ପ୍ରଦର୍ଶନ କରିବାକୁ ଯାଇ ବାହରିନ୍‌ ସରକାର ରବିବାର ୨୫୦ ଜଣ ଭାରତୀୟ ବନ୍ଦୀଙ୍କୁ ମୁକ୍ତି ଦେଇଛନ୍ତି। ଏହି ତୈଳ ସମୃଦ୍ଧ ରାଷ୍ଟ୍ରକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ ଅବସରରେ ଏପରି ମହାନତା ଦେଖାଇଛନ୍ତି ବାହରିନ୍‌ ସରକାର। ଏଭଳି ରାଜକ୍ଷମା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାହରିନ୍‌ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଦେଶରେ ଭାରତର ୮,୧୮୯ ନାଗରିକ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସାଉଦି ଆରବରେ ସର୍ବାଧିକ […]

modi-bahrin

modi-bahrin

Subrat Kumar Nayak
  • Published: Sunday, 25 August 2019
  • Updated: 25 August 2019, 05:14 PM IST

Sports

Latest News

ମାନାମା: ମାନବିକତା ପ୍ରଦର୍ଶନ କରିବାକୁ ଯାଇ ବାହରିନ୍‌ ସରକାର ରବିବାର ୨୫୦ ଜଣ ଭାରତୀୟ ବନ୍ଦୀଙ୍କୁ ମୁକ୍ତି ଦେଇଛନ୍ତି। ଏହି ତୈଳ ସମୃଦ୍ଧ ରାଷ୍ଟ୍ରକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ ଅବସରରେ ଏପରି ମହାନତା ଦେଖାଇଛନ୍ତି ବାହରିନ୍‌ ସରକାର। ଏଭଳି ରାଜକ୍ଷମା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାହରିନ୍‌ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଦେଶରେ ଭାରତର ୮,୧୮୯ ନାଗରିକ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସାଉଦି ଆରବରେ ସର୍ବାଧିକ ୧,୮୧୧ ଜଣ ବନ୍ଦୀ ଅଛନ୍ତି। ସେହିଭଳି ୟୁଏଇରେ ୧,୩୯୨ ଜଣ ଅଛନ୍ତି। ତେବେ ବାହରିନ୍‌ରେ ମୋଟ କେତେ ଜଣ ବନ୍ଦୀ ଅଛନ୍ତି ତାହା ସ୍ପଷ୍ଟ ହୋଇନି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ବାହରିନ୍‌ର ରାଜାଙ୍କ ସମେତ ପୂରା ରାଜପରିବାରକୁ ସେମାନଙ୍କ ଦୟାଶୀଳତା ଏବଂ ମାନବିକତା ପାଇଁ ଧନ୍ୟବାଦ ଜଣାଇଥିଲେ।

ମୋଦି ବାହରିନ୍‌ ଗସ୍ତରେ ଏକ ୨୦୦ ବର୍ଷ ପୂରୁଣା ମନ୍ଦିରର ପୁନରୁଦ୍ଧାର ପାଇଁ ୪.୨ ମିଲିଅନ୍‌ ଡଲାର ମୂଲ୍ୟର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହା ଏହି ଦେଶର ସବୁଠାରୁ ପୂରୁଣା ମନ୍ଦିର। ବାହାରିନ୍‌ର ରାଜଧାନୀ ମାନାମାଠାରେ ଥିବା ଏହି ‘ଶ୍ରୀନାଥ’ ମନ୍ଦିରରେ ମୋଦି ଆଜି ଦର୍ଶନ କରିବା ସହ ‘ରୂପେ’ କାର୍ଡ ଯୋଗେ ପ୍ରସାଦ କିଣିଥିଲେ। ସୂଚନାଯୋଗ୍ୟ ଯେ, ଶନିବାର ୟୁଏଇରେ ମୋଦି ରୂପେ କାର୍ଡ ପ୍ରଚଳନର ଶୁଭାରମ୍ଭ କରିଥିଲେ।

ଏହି ମନ୍ଦିରରେ କୃଷ୍ଣ ପୂଜା ପାଉଛନ୍ତି। ଏଠାରେ ହିନ୍ଦୁ ବିବାହ ପାଇଁ ସୁବିଧା ଅଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଏହା ହିନ୍ଦୁ ବାହାଘର ପାଇଁ ପ୍ରକୃଷ୍ଟ ସ୍ଥାନ ହେବା ସହ ପର୍ଯ୍ୟଟନ ବଢ଼ାଇବ ବୋଲି ଆଶା କରାଯାଉଛି। ଭାରତର ବୈଦେଶିକ ମନ୍ତ୍ରୀ ରବୀଶ କୁମାର କହିଥିଲେ, ବାହରିନ୍‌କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ମୋଦି ମାନାମର ଶ୍ରୀନାଥ ମନ୍ଦିରରେ ପ୍ରାର୍ଥନା ସହ ଏହି ଗସ୍ତ ସାରିଛନ୍ତି। ବାହରିନ୍‌ ସବୁ ଧର୍ମକୁ ସମ୍ମାନ ଦେଉଥିବା ଏହି ମନ୍ଦିର ପ୍ରମାଣିତ କରୁଛି। ସୂଚନାଯୋଗ୍ୟ ଯେ, ମୋଦି ଶନିବାର ଦିନ ବାହରିନ୍‌ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story