୯ ବର୍ଷ ପ୍ରତୀକ୍ଷାର ଅନ୍ତ: NIA କୁ ମିଳିବ ନିଜସ୍ୱ ହେଡକ୍ୱାର୍ଟର୍ସ

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀଘ୍ର ନିଜସ୍ୱ ହେଡକ୍ୱାର୍ଟର୍ସ ପାଇବାକୁ ଯାଉଛି ଜାତୀୟ ଜତଦନ୍ତକାରୀ ସଂସ୍ଥା (NIA)। ମଙ୍ଗଳବାର ଦିଲ୍ଲୀର ଲୋଧା ରୋଡ଼ ସ୍ଥିତି ଏନ୍‌ଆଇଏର ଏହି ନୂଆ ହେଡକ୍ୱାର୍ଟର୍ସକୁ ଗୃହମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହି ଅବସରରେ ରାଜନାଥଙ୍କ ସହ ହଂସରାଜ ଗଙ୍ଗରାମ ଅହୀର ଏବଂ କିରନ ରିଜେଜୁ ମଧ୍ୟ ଉପସ୍ଥିତ ରହିବେ। ୨୦୧୫ ସେପ୍ଟେମ୍ବର ୧୦ ତାରିଖରେ ଏନ୍‌ଆଇଏର ଏହି କାର୍ଯ୍ୟାଳୟ ପାଇଁ ରାଜନାଥ ଭିତ୍ତିପ୍ରସ୍ତର ପକାଇଥିଲେ। ପ୍ରଶାସନିକ କାର୍ଯ୍ୟ ପାଇଁ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 09:01 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀଘ୍ର ନିଜସ୍ୱ ହେଡକ୍ୱାର୍ଟର୍ସ ପାଇବାକୁ ଯାଉଛି ଜାତୀୟ ଜତଦନ୍ତକାରୀ ସଂସ୍ଥା (NIA)। ମଙ୍ଗଳବାର ଦିଲ୍ଲୀର ଲୋଧା ରୋଡ଼ ସ୍ଥିତି ଏନ୍‌ଆଇଏର ଏହି ନୂଆ ହେଡକ୍ୱାର୍ଟର୍ସକୁ ଗୃହମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହି ଅବସରରେ ରାଜନାଥଙ୍କ ସହ ହଂସରାଜ ଗଙ୍ଗରାମ ଅହୀର ଏବଂ କିରନ ରିଜେଜୁ ମଧ୍ୟ ଉପସ୍ଥିତ ରହିବେ।

୨୦୧୫ ସେପ୍ଟେମ୍ବର ୧୦ ତାରିଖରେ ଏନ୍‌ଆଇଏର ଏହି କାର୍ଯ୍ୟାଳୟ ପାଇଁ ରାଜନାଥ ଭିତ୍ତିପ୍ରସ୍ତର ପକାଇଥିଲେ। ପ୍ରଶାସନିକ କାର୍ଯ୍ୟ ପାଇଁ ଏହି ଅଫିସ୍‌କୁ ବ୍ୟବହାର କରାଯିବ। ୧,୧୫,୦୫୬ ବର୍ଗଫୁଟ୍‌ରେ ନିର୍ମାଣ ହୋଇଥିବା ଏହି କାର୍ଯ୍ୟାଳୟରେ ୯ଟି ଫ୍ଲୋର ଓ ଦୁଇଟି ବେସ୍‌ମେଣ୍ଟ ରହିଛି।

ମୁମ୍ବାଇ ଆକ୍ରମଣ ପରେ ଗଠନ ହୋଇଥିଲା NIA

୨୦୦୮ ମୁମ୍ବାଇ ଆକ୍ରମଣ ପରେ ଏନ୍‌ଆଇଏ ଗଠନର ଦାବି ଜୋର ଧରିଥିଲା। ତତ୍‌କାଳୀନ କେନ୍ଦ୍ର ସରକାର ତତ୍‌କାଳ ଏହାକୁ ଗଠନ କରିଥିଲେ। ୨୦୦୮ ଏନ୍‌ଆଇଏ ଆକ୍ଟ ଅନୁସାରେ ଡିସେମ୍ବର ୩୧ ୨୦୦୮ରେ ଏହାର ସ୍ଥାପନା କରାଯାଇଥିଲା। ଦେଶରେ ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ପ୍ରଭାବିତ କରୁଥିବା ଆତଙ୍କୀ ଗତିବିଧି ପରି ମାମଲାର ଯାଞ୍ଚ କରିବା ଏହାର କାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story